ETV Bharat / state

ବଢୁଛି ମହାନଦୀ, କାନ୍ଦୁଛି କୁଜଙ୍ଗ

author img

By

Published : Sep 13, 2019, 9:00 PM IST

ଏବେବି ଛାଡ଼ିବାର ନାଁ ଧରୁନି ବନ୍ୟା ଜଳ । ଗାଁ ଭିତରେ ପ୍ରବାହିତ ହେଉଛି 5 ରୁ 6 ଫୁଟର ବନ୍ୟା ପାଣି । ଫଳରେ ବାହ୍ୟ ଜଗତରୁ ବିଚ୍ଛେଦ ହୋଇଛନ୍ତି କୁଜଙ୍ଗ ବାସୀ ।

ଡ଼ିଜାଇନ୍ ଫଟୋ

ଜଗତସିଂହପୁର: ବଢ଼ିବାରେ ଲାଗିଛି ମହାନଦୀର ଜଳସ୍ତର । ଲଗାଣ ବର୍ଷା ସାଙ୍ଗକୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରୁ କୁଜଙ୍ଗ ଅଞ୍ଚଳର କେତେକ ଗ୍ରାମ ଜଳମଗ୍ନ ହୋଇଛି । ଫଳରେ ସାଧାରଣ ଜୀବନ ଯାପନରେ ବ୍ୟାଘାତ ସୃଷ୍ଟି ହୋଇଛି ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜିଲାନାସି ପଞ୍ଚାୟତର ସାହାରାଡ଼ିଆ, ନାଳଡିଆ, ପଲଣ୍ଡା, ତେନ୍ତୁଳିଆ, ଖମାର ଆଦି ଗ୍ରାମରେ ବନ୍ୟା ଜଳ ପଶି ସାରିଛି । ଏହାକୁ ନେଇ ଗ୍ରାମବାସୀ ଆତଙ୍କୀତ ହୋଇ ହୋଇପଡ଼ିଛନ୍ତି । ସେଇପରି କୁଜଙ୍ଗ ବ୍ଲକ ସାଇଲ ପଂଚାୟତର ହରିପୁର ଗାଁରେ ବନ୍ୟା ଜଳ ପସିଥିବାବେଳେ ଏହା ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଏବେ ମଧ୍ୟ ଗାଁ ଭିତରେ 5 ରୁ 6 ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।

ଏପରି ସ୍ଥିତିରେ ଗ୍ରାମବାସୀ ଘରୁ ପଦାକୁ ବାହାରି ପାରୁନଥିବା କହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ବିଜୁଳି ସଂଯୋଗ ବାଧାପ୍ରାପ୍ତ ହୋଇଛି । ଅଞ୍ଚଳରେ ବନ୍ୟା ଜଳ ଛାଡ଼ିନଥିବା ବେଳେ ଖାଦ୍ୟ ଓ ପାନୀୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଗ୍ରାମବାସୀ । ଏପଟେ ଆଜି ପ୍ରଶାସନ ପକ୍ଷରୁ ବିଡ଼ିଓ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିବା ନେଇ ସୂଚନା ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାରେ ମହାନଦୀ ର ଜଳସ୍ତର ବଢ଼ିବାରେ ଲାଗିଛି।ଲଗାଣ ବର୍ଷା ସାଙ୍ଗକୁ ମହାନଦୀ ର ଜଳସ୍ତର ବୃଦ୍ଧି ପାଇବାରୁ କୁଜଙ୍ଗ ଅଞ୍ଚଳର କେତେକ ଗ୍ରାମ ଜଳମଗ୍ନ ହୋଇଛି।ଏହି ବ୍ଲକ ଜିଲାନାସି ପଞ୍ଚାୟତ ର ସାହାରାଡ଼ିଆ,ନାଳଡିଆ,ପଲଣ୍ଡା, ତେନ୍ତୁଳିଆ, ଖମାର ଆଦି ଗ୍ରାମରେ ବନ୍ୟା ଜଳ ପଶିଛି।ଏହାକୁ ନେଇ ଗ୍ରାମବାସୀ ମାନେ ଆତଙ୍କିତ ହୋଇ ହୋଇପଡ଼ିଛନ୍ତି।ସେଇ ପରି କୁଜଙ୍ଗ ବ୍ଲକ ସାଇଲ ପଂଚାୟତ ର ହରିପୁର ଗାଁ ରେ ବନ୍ୟା ଜଳ ପସିଥିବାବେଳେ ଏହା ବାହ୍ୟ ଜଗତ ରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଗାଁ ଭିତରେ 5 ରୁ 6 ଫୁଟ ର ବନ୍ୟା ଜଳ ପ୍ରବାହିତ ହେଉଛି। ସେଠାରେ ଗ୍ରାମବାସୀ ମନେ ଘରୁ ପଦାକୁ ବାହାରି ପାରୁନଥିବା କହିଛନ୍ତି। ସ୍ତାନିୟ ଅଞ୍ଚଳରେ ବିଜୁଳି ସଂଯୋଗ ବାଧାପ୍ରାପ୍ତ ହୋଇଥିବା ବେଳେ,ପ୍ରଭାବିତ ଅଞ୍ଚଳ ବାସୀ ଙ୍କୁ ଏବେ ଖାଦ୍ୟ ପାନୀୟ ଚିନ୍ତା ଲାଗି ରହିଛି। ଆଜି ପ୍ରଶାସନ ପକ୍ଷରୁ ବିଡ଼ିଓ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିବା ସୂଚନା ମିଳିଛି।

Body:visual send by mojo

Conclusion:format avo
visual send by mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.