ETV Bharat / state

ମହିଳାଙ୍କ ଟାର୍ଗେଗରେ ମଦ ଦୋକାନୀ, ଅତର୍କିତ ଆକ୍ରମଣ କରି ଭାଙ୍ଗିଲେ ଭାଟି - protest

ରାଜ୍ୟର ଗଳିକନ୍ଦିରେ ରାଜୁତି କରୁଛନ୍ତି ମଦ୍ୟପ ଓ ମଦ ଦୋକାନ । କ୍ଷଣିକରେ ଭାଙ୍ଗୁଛି ସ୍ବାମୀ ସ୍ତ୍ରୀ ସମ୍ପର୍କ । ଉଜୁଡିଯାଉଛି ସଂସାର ।ଜଗତସିଂହପୁରରେ ଏମିତି କିଛି ମହିଳା ଚୋରା ମଦ ବିକ୍ରି କରୁଥିବା ଦୋକାନ ଉପରେ ଅତର୍କିତ ଅକ୍ରମଣ କରି ଉଚିତ୍‌ ଶିକ୍ଷା ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Jun 11, 2019, 11:17 PM IST

ଜଗତସିଂହପୁର:ବଢୁଛି ମଦ ବିକ୍ରି । ତା ସହ ତାଳ ଦେଇ ବଢୁଛନ୍ତି ମଦ୍ୟପ । ରାଜ୍ୟର ଗଳିକନ୍ଦିରେ ରାଜୁତି କରୁଛନ୍ତି ମଦ୍ୟପ ଓ ମଦ ଦୋକାନ । ଗଳି ଗଳିରେ ଖୋଲୁଛି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ । ଜଗତସିଂହପୁରରେ ଏମିତି କିଛି ମହିଳା ଚୋରା ମଦ ବିକ୍ରି କରୁଥିବା ଦୋକାନ ଉପରେ ଅତର୍କିତ ଅକ୍ରମଣ କରି ଉଚିତ୍‌ ଶିକ୍ଷା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ବଡ ତ ବଡ ଛୋଟ ପିଲା ବି ମଦ ନିଶାରେ କବଳିତ । କିନ୍ତୁ ଅବକାରୀ ବିଭାଗ ନିଦାବିଷ୍ଣୁ । ମଦ ମାଫିଆ ମାନେ ପୋଲିସ ଓ ଅବକାରୀ ବାବୁ ଙ୍କୁ ହାତକରି ବେଧଡକ ବେପାର ଜମାଇଛନ୍ତି । ଯାହାକୁ ନେଇ ତାତିଛନ୍ତି ମହିଳା । ଆଜି ସଦର ଥାନା ଅନ୍ତର୍ଗତ ରମ୍ଭା ଦେଈପୁର ପଞ୍ଚାୟତର ଦଳିତ ମହିଳା ମାନେ ଚୋରା ମଦବିକ୍ରୀ କରୁଥିବା ଦୋକାନ ଉପରେ ଅତର୍କିତ ଚଢ଼ାଉ କରିଥିଲେ । ମଦ ରନ୍ଧା ଭାଟିକୁ ଭାଙ୍ଗିବା ସହ ରନ୍ଧାରେ ବ୍ୟବହୃତ ହାଣ୍ଡିକୁ ଭାଙ୍ଗି ଦେଇଥିଲେ । ପରେ ପୋଲିସିକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ସହ ଚୋର ମଦ ବ୍ରିକ୍ରିକୁ ରୋକାଯିବାକୁ ପ୍ରତିଶୃତି ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାରେ ବ୍ୟାପକ ଭାବରେ ଚୋରାମଦ କାରବାର ହେଉଥିବା ଅଭିଯୋଗ ହେଉଛି।ମଦପାଇଁ କେଉଁଠି କାହାର ଜୀବନ ଯାଉଛି ତ କାହାର ସଂସାର ଉଜୁଡ଼ୁଛି। କିନ୍ତୁ ଅବକାରୀ ବିଭାଗ ନିଦାବିଷ୍ନୁ, ଗାଳି ଗାଳି ଗାଁ ଗାଁ ରେ ମଦ ଖଟି।କୋମଳମତି ପିଲାମନେ ବି ବାଦ ପଡୁନାହାନ୍ତି ନିଶା କବଳରୁ। ମଦ ମାଫିଆ ମାନେ ପୋଲିସ ଓ ଅବକାରୀ ବାବୁ ଙ୍କୁ ହାତକରି ବେଧଡକ ବେପାର ଜମାଇଛନ୍ତି।ଯାହାକୁ ନେଇ ତାତିଛନ୍ତି ମହିଳା। ଆଜି ସଦର ଥାନା ଅନ୍ତର୍ଗତ ରମ୍ଭା ଦେଈପୁର ପଞ୍ଚାୟତ ର ଦଳିତ ମହିଳା ମାନେ ଚୋରା ମଦବିକ୍ରୀ କରୁଥିବା ଦୋକାନ ଉପରେ ଅତର୍କିତ ଚଢ଼ାଉ କରିଥିଲେ।ରାନ୍ଧ ଭାଟି କୁ ଭାଙ୍ଗିବା ସାହ ରାନ୍ଧାରେ ବେବହୃତ ହାଣ୍ଡି କୁ ଭାଙ୍ଗି ଦେଇଥିଲେ। ପରେ ପୋଲିସି କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ପୋଲିସ ପହଂଛି ମହିଳା ଙ୍କୁ ବୁଝାସୁଝା କରିବା ସହ ଚୋର ମଦ ବ୍ରିକ୍ରି କୁ ରୋକାଯିବା କୁ ପ୍ରତିଶୃତି ଦେଇଥିଲେ।

Body:byt ରୁନୁ ଭୋଇ
byt କୁନିଭୋଇ
byt ମୂଷି ଭୋଇ ଦଳିତ ମହିଳା

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.