ETV Bharat / state

ପାରାଦ୍ୱୀପ ବନ୍ଦରରେ ମିଳିତ ସମରାଭ୍ୟାସ

ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟର ଉପକୂଳ ଅଞ୍ଚଳରେ ଚାଲିଛି ଦୁଇଦିନିଆ ମିଳିତ ସମରାଭ୍ୟାସ । ଅଧିକ ପଢନ୍ତୁ...

ପାରାଦ୍ୱୀପ ବନ୍ଦରରେ ମିଳିତ ସମରାଭ୍ୟାସ
ପାରାଦ୍ୱୀପ ବନ୍ଦରରେ ମିଳିତ ସମରାଭ୍ୟାସ
author img

By

Published : Nov 6, 2020, 3:36 PM IST

ଜଗତସିଂହପୁର: ପାରାଦ୍ବୀପ ବନ୍ଦରରେ ଚାଲିଛି ଦୁଇଦିନିଆ ମିଳିତ ସମରାଭ୍ୟାସ | ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ସମରାଭ୍ୟାସର ନାମ ରହିଚି ସାଗର କବଚ |

ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟର ଉପକୂଳ ଅଞ୍ଚଳରେ ଏହି ସମରାଭ୍ୟାସ ଆରମ୍ଭ ହୋଇଛି । ଏଥିରେ ଭାରତୀୟ ତଟରକ୍ଷୀ ବାହିନୀ, ସିଆଇଏସଏଫ ମେରାଇନ ପୋଲିସ, କଷ୍ଟମ ବନବିଭାଗ, ମତ୍ସ୍ୟ ବିଭାଗ, ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷ ଆଦି ଭାଗ ନେଇଥିବା ଜଣାପଡିଛି |

ପାରାଦ୍ୱୀପ ବନ୍ଦରରେ ମିଳିତ ସମରାଭ୍ୟାସ

26/11 ମୁମ୍ବାଇ ଆକ୍ରମଣ ପରେ ଏହି ଉପକୂଳ ଦେଇ ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ପ୍ରଶାସନିକ କ୍ଷେତ୍ରରେ ସଜାଗ ରହିବା ଉଦ୍ଦେଶ୍ୟରେ ଏହି ମିଳିତ ସମରାଭ୍ୟାସ କରାଯାଉଅଛି |

ଏହା ଦୁଇ ଦିନ ଧରି ଚାଲିବାକୁ ଥିବାବଳେ ଏଥିରେ ଲାଲ ବାହିନୀ ଓ ସବୁଜ ବାହିନୀ ଗଠନ କରାଯାଇ ଅନୁପ୍ରବେଶ ଆକ୍ରମଣ ଓ ଏହାକୁ ପ୍ରତିହତ କରିବା କାର୍ଯ୍ୟକ୍ରମ କରାଯାଇଥାଏ |

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.