ETV Bharat / state

ଜଗତସିଂହପୁରରେ ସରକାରଙ୍କ 5-ଟି କାର୍ଯ୍ୟକ୍ରମକୁ ନେଇ ଏସପିଙ୍କ ବୈଠକ - 5-ଟି କୁ ନେଇ ଜଗତସିଂହପୁର ଏସପିଙ୍କ ବୈଠ

ଜଗତସିଂହପୁର ଜିଲ୍ଲାରେ ସରକାରଙ୍କ 5ଟି କାର୍ଯ୍ୟକ୍ରମକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ତତ୍ପରତା ଦେଖାଇଛି । ବିନା ଭୟ ବିନା ଦ୍ବିଧାରେ ଲୋକେ ସେମାନଙ୍କ ଅଭିଯୋଗ ସିଧାସଳଖ ଏସପିଙ୍କୁ ଜଣାଇ ପାରିବେ ବୋଲି କହିଛନ୍ତି।

ଫଟୋ ସୌଜନ୍ୟ : ପ୍ରତିନିଧି,ଜଗତସିଂହପୁର
author img

By

Published : Oct 4, 2019, 4:22 AM IST

ଜଗତସିଂହପୁର: ସରକାରଙ୍କ ଫାଇଭ-ଟି କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ଅଣ୍ଟା ଭିଡିଛି। ଏହାକୁନେଇ ଜିଲ୍ଲା ସଂସ୍କୃତି ଭବନରେ ଜଗତସିଂହପୁର ଏସପି ପ୍ରକାଶ ଆର ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ସହ ଏକ ଭାବବିନିମୟ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଜଗତସିଂହପୁର

ପୋଲିସର ଦକ୍ଷତା, ଅଭିଯୋଗ ଶୁଣାଣି ଓ ବ୍ୟବହାର ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାରେ 2ଟି ଥାନାକୁ ଛାଡିଦେଲେ ଅନ୍ୟ 13 ଟି ଥାନାର ଅନେକ ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି। ଥାନାରେ ମାମଲା ରୁଜୁ ପାଇଁ ଟଙ୍କା ମାଗିବା, ବିନା ଦୋଷରେ ଲୋକଙ୍କୁ ଥାନାରେ ବସାଇବା, F.I.R ଗ୍ରହଣ ନକରିବା, ଉଦ୍ଦେଶ୍ୟମୂଳକ ଭାବେ ଲୋକଙ୍କୁ ହଇରାଣ କରାଯିବା । ଏହଳି ଘଟଣା ଯଦି ସାମ୍ନାକୁ ଆସେ ତେବେ, ଉକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

ପୋଲିସ କିପରି ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇ ପାରିବ ସେନେଇ ସାଧାରଣ ଲୋକଙ୍କ ମତ ନେଇଥିଲେ ଏସପି ଆର ପ୍ରକାଶ। ବିନା ଭୟ ବିନା ଦ୍ବିଧାରେ ଲୋକେ ସେମାନଙ୍କ ଅଭିଯୋଗ ସିଧାସଳଖ ଏସପିଙ୍କୁ ଜଣାଇ ପାରିବେ ବୋଲି କହିଛନ୍ତି। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କୁ ବିଭାଗ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ସରକାର ଙ୍କ ଫାଇଭ ଟି କାର୍ଯ୍ୟକ୍ରମ କୁ ଜୋରଦାର କରିବା ପାଇଁ ଜିଲା ପୋଲିସ ପ୍ରଶାସନ ଅଣ୍ଟା ଭିଡିଛି।ଏହାକୁ ନେଇ ଜିଲା ସଂସ୍କୃତି ଭବନ ରେ ଜଗତସିଂହପୁର ଏସପି ପ୍ରକାଶ ଆର ଜିଲାର ବରିଷ୍ଠ ନାଗରିକ ମାନଙ୍କ ସହ ଏକ ଭାବବିନିମୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।ଏଥିରେ ପୋଲିସ ର ଦକ୍ଷତା, ଅଭିଯୋଗ ଶୁଣାଣି, ଓ ବେବହାର ଉପରେ ଆଲୋଚନା ହୋଇଥିଲା।ଜିଲାରେ 2 ଟି ଥାନ କୁ ଛାଡିଦେଲେ ଅନ୍ୟ 13 ଟି ଥାନ ର ବହୁତ ଅବେବସ୍ତ ଥିବା ଅଭିଯୋଗ ହୋଇଥିଲା।ମାମଲା ରୁଜୁ ପାଇଁ ଟଙ୍କା ମାଗିବା, ବିନା ଦୋଷରେ ଲୋକଙ୍କୁ ଥାନାରେ ବସାଇବା,F.I.R ଗ୍ରହଣ ନ କରିବା, ଉଦ୍ଧେଶ୍ୟ ମୂଳକ ଭାବେ ଲୋକଙ୍କୁ ହଇରାଣ କରିବା ଆଦି ଘଟଣା ଯଦି ସାମ୍ନାକୁ ଆସେ ତେବେ ଉକ୍ତ ଅଧିକାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଥିଲେ। ପୋଲିସ କିପରି ସାଧାରଣ ଲୋକ ଙ୍କ ଆସ୍ଥା ଭାଜନ ହୋଇ ପାରିବ ସେ ନେଇ ସାଧାରଣ ଲୋକ ଙ୍କ ମତ ନେଇଥିଲେ ଏସପି ଆର ପ୍ରକାଶ। ବିନା ଭୟ ବିନାଦିଧ୍ୟା,ରେ ଲୋକେ ସେମାନଙ୍କ ଅଭିଯୋଗ ସିଧା ସଳଖ ଏସପି ଙ୍କୁ ଜଣାଇ ପାରିବେ ବୋଲି କହିଥିଲେ।ଶେଷରେ କେତେକ ବରିଷ୍ଠ ନାଗରିକ ମାନଙ୍କୁ ବିଭାଗ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରିଥିଲେ।

Body:BYT_prakas,r_jagatsinghpur

Conclusion:jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.