ETV Bharat / state

ଯୁବ ସାମ୍ବାଦିକ ପ୍ରବୀରଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକ ମହାସଂଘର କ୍ୟାଣ୍ଡେଲ ଶୋଭାଯାତ୍ରା

author img

By

Published : Nov 8, 2020, 9:00 PM IST

ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ମହାସଂଘ ପକ୍ଷରୁ ରବିବାର ସନ୍ଧ୍ୟାରେ ଏକ ଶୋକସଭା ସ୍ଥାନୀୟ ପଟ୍ଟନାୟକ ଛକ ଠାରେ ଅନୁଷ୍ଠିତ ହୋଇଥିଲା। ଅଧିକ ପଢନ୍ତୁ:

ଯୁବ ସାମ୍ବାଦିକ ପ୍ରବୀରଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକ ମହାସଂଘର କ୍ୟାଣ୍ଡେଲ ଶୋଭାଯାତ୍ରା
ଯୁବ ସାମ୍ବାଦିକ ପ୍ରବୀରଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକ ମହାସଂଘର କ୍ୟାଣ୍ଡେଲ ଶୋଭାଯାତ୍ରା

ଜଗତସିଂହପୁର: ମହାମାରୀ କୋରୋନାରେ ଭୁବନେଶ୍ବରରେ କାର୍ଯ୍ୟରତ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଦେହାନ୍ତ ହୋଇଛି । ଯୁବ ସାମ୍ବାଦିକଙ୍କ ପରଲୋକରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ମହାସଂଘ ପକ୍ଷରୁ ରବିବାର ସନ୍ଧ୍ୟାରେ ଏକ ଶୋକସଭା ସ୍ଥାନୀୟ ପଟ୍ଟନାୟକ ଛକ ଠାରେ ଅନୁଷ୍ଠିତ ହୋଇ ଥିଲା।

ଏହି ଅଵସରରେ ମହାସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯିବା ସହ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକ ସଭାରେ ସାମ୍ବାଦିକ ପ୍ରମୋଦ ନାୟକ, ମନୋଜ ଦାସ, ରାଧାକାନ୍ତ ମିଶ୍ର, ପିନାକୀ ମହାନ୍ତି, ରମାକାନ୍ତ ଦାସ, ସୁଶାନ୍ତ ପାତ୍ର ,ଜୋତି ପ୍ରକାଶ ନାୟକ ଓ ବିଭିନ୍ନ ସଂଗଠନର ସାମାଜିକ କର୍ମୀ ଉପସ୍ଥିତ ଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.