ETV Bharat / state

ଧାରଣାରେ ବସିଥିବା କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ ନୋଟିସ୍‌ - ବିକ୍ଷୋଭ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ନୋଟିସ

ରାଜସ୍ବ ନିରୀକ୍ଷକଙ୍କୁ ମାଡ ମାରିବା ଘଟଣାରେ ଧାରଣାରେ ବସିଥିବା କର୍ମଚାରୀଙ୍କୁ ଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି । ଅଧିକ ପଢନ୍ତୁ...

Jagatsinghpur collecter noticed to employees to stop protest
ଧାରଣାରେ ବସିଥିବା କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ ନୋଟିସ
author img

By

Published : Feb 1, 2021, 6:32 PM IST

ଜଗତସିଂହପୁର: ଜିଲ୍ଲାର ବାଲିକୁଦା ତହସିଲ ଅଧିନସ୍ଥ ବରମୁଣ୍ଡଳୀ ପଞ୍ଚାୟତର କୋରୁଆ ପଡା ଗ୍ରାମରେ ରାଜସ୍ବ ନିରୀକ୍ଷକଙ୍କ ମାଡ ମାରିଥିବା ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଅମଲା ସଂଘ କଲମ ଛାଡ ଆନ୍ଦୋଳନ କରୁଛି । ଆନ୍ଦୋଳନ ଯୋଗୁଁ ସରକାରୀ କାମରେ ବାଧା ଉପୁଜୁଥିବା ଦର୍ଶାଇ ଜିଲ୍ଲାପାଳ କର୍ମଚାରୀଙ୍କୁ ନୋଟିସ ଜାରି କରିଛନ୍ତି ।

ଧାରଣାରେ ବସିଥିବା କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ ନୋଟିସ

ଗତ 20 ତାରିଖ ଦିନ ବାଲିକୁଦା ତହସିଲ ଅଧିନସ୍ଥ ବର ମୁଣ୍ଡଳୀ ପଞ୍ଚାୟତର କୋରୁଆ ପଡା ଗ୍ରାମରେ ରାଜସ୍ୱ ନିରୀକ୍ଷକ ସୁଶାନ୍ତ ସ୍ୱାଇଁଙ୍କୁ ମାଡ଼ ମରାଯାଇଥିଲା । ଯାହାକୁ ନେଇ ଗତ ଜାନୁଆରୀ 21 ତାରିଖଠାରୁ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଜିଲ୍ଲା ଅମଲା ସଙ୍ଘ ଜିଲ୍ଲାପାଳଙ୍କ କାର୍ଯ୍ୟଲୟ ସମ୍ମୁଖରେ ଧାରଣା ଦେଇଆସିଛୁ । ଏହାକୁ ସମର୍ଥନ କରି ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ, ରାଜ୍ୟ ରାଜସ୍ୱ କ୍ଷେତ୍ର ସଂଘ ମଧ୍ୟ ଧାରଣାରେ ବସିଛନ୍ତି ।

କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଦୀର୍ଘ 10 ଦିନ ହେବ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିଲାଗି କେତେକ କର୍ମଚାରୀଙ୍କୁ ଜିଲ୍ଲାପାଳ ସୋମବାର ନୋଟିସ ଜାରି କରିଥିବା ଜଣାପଡିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.