ETV Bharat / state

ପାରାଦ୍ୱୀପ ଓ ଜଗତସିଂହପୁରରେ ମଧ୍ୟାହ୍ନ ସୁଦ୍ଧା ମତଦାନ ହାର 28 ପ୍ରତିଶତ - ଜଗତସିଂହପୁର ପୌର ନିର୍ବାଚନ

ଜଗତସିଂହପୁର ପୌର ପରିଷଦର 21ଟି ୱାର୍ଡରେ 33ଟି ବୁଥରେ ମତଦାନ କରାଯାଇଛି। ପାରାଦ୍ୱୀପରେ 3ଟି ପିଙ୍କ ବୁଥ କରାଯାଇଥିବାବେଳେ 3 ଆଦର୍ଶ ବୁଥରେ ଭୋଟ ଗ୍ରହଣ କରାଯାଉଛି। ସେହିଭଳି ଜଗତସିଂହପୁର ସହରରେ 3ଟି ଆଦର୍ଶ ବୁଥ କରାଯାଇଥିବାବେଳେ 3 ଟି ପିଙ୍କ ବୁଥରେ ମତଦାନ ପ୍ରକ୍ରିୟା ଜାରି ରହିଛି । ଅଧିକ ପଢନ୍ତୁ

ୱନ
ପାରାଦ୍ୱୀପ ଓ ଜଗତସିଂହପୁରରେ ଚାଲିଛି ଶୃଙ୍ଖଳିତ ମତଦାନ, ମଧ୍ୟହ୍ନ ସୁଦ୍ଧା ମତଦାନ ହାର28 ପ୍ରତିଶତ
author img

By

Published : Mar 24, 2022, 7:48 PM IST

ପାରାଦ୍ୱୀପ: ଆଜି ଜଗତସିଂହପୁର ଜିଲ୍ଲାର ଦୁଇଟି ପୌର ପରିଷଦ, ଜଗତସିଂହପୁର ଓ ପାରାଦ୍ୱୀପ ଦୁଇଟି ପୌରାଞ୍ଚଳରେ ଭୋଟଗ୍ରହଣ ପକ୍ରିୟା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି। ପାରାଦ୍ୱୀପର 19ଟି ୱାର୍ଡରେ 46ଟି ବୁଥରେ ଭୋଟ ଗ୍ରହଣ କରାଯାଉଥିବାବେଳେ ଜଗତସିଂହପୁର ପୌର ପରିଷଦର 21ଟି ୱାର୍ଡରେ 33ଟି ବୁଥରେ ମତଦାନ କରାଯାଇଛି । ପାରାଦ୍ୱୀପରେ 3ଟି ପିଙ୍କ ବୁଥ କରାଯାଇଥିବାବେଳେ 3ଟି ଆଦର୍ଶ ବୁଥରେ ଭୋଟ ଗ୍ରହଣ କରାଯାଉଛି ।

ପାରାଦ୍ୱୀପ ଓ ଜଗତସିଂହପୁରରେ ଚାଲିଛି ଶୃଙ୍ଖଳିତ ମତଦାନ, ମଧ୍ୟହ୍ନ ସୁଦ୍ଧା ମତଦାନ ହାର28 ପ୍ରତିଶତ

ସେହିଭଳି ଜଗତସିଂହପୁର ସହରରେ 3ଟି ଆଦର୍ଶ ବୁଥ କରାଯାଇଥିବାବେଳେ 3ଟି ପିଙ୍କ ବୁଥରେ ମତଦାନ ପ୍ରକ୍ରିୟା ଜାରି ରହିଛି । ତେବେ ମଧ୍ୟାହ୍ନ ୧୨ଟା ସୁଦ୍ଧା ପାରାଦ୍ୱୀପ ଓ ଜଗତସିଂହପୁର ପୌର ପରିଷଦ ନିର୍ବାଚନ ଶାନ୍ତି ଓ ଶୃଙ୍ଖଳାରେ ଚାଲିଥିବା ଖବର ମିଳିଛି। ମଧ୍ୟହ୍ନ 12 ଶୁଦ୍ଧା ମତଦାନ ହାର 28 ପ୍ରତିଶତ ଥିବା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.