ETV Bharat / state

ଢ଼ିଙ୍କିଆକୁ ଜଳ ଯୋଗାଣ ବନ୍ଦ କଲା ପ୍ରଶାସନ: ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ - ଜଗତସିଂହପୁର ଖବର

ଢ଼ିଙ୍କିଆ ଗାଁର jsw ପ୍ରସ୍ତାବିତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଣ ବନ୍ଦ । ପାଣି ବିନା ଢ଼ିଙ୍କିଆବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ

ଢ଼ିଙ୍କିଆକୁ ଜଳ ଯୋଗାଣ ବନ୍ଦ କଲା ପ୍ରଶାସନ : ଦୂଷିକ ପାଣି ପିଉଛନ୍ତି ଗ୍ରାମବାସୀ

author img

By

Published : Jan 1, 2022, 5:13 PM IST

ଜଗତସିଂହପୁର: ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଗାଁର jsw ପ୍ରସ୍ତାବିତ ଅଞ୍ଚଳକୁ ଶୁକ୍ରବାର ରାତିରୁ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଣ ବନ୍ଦ କରି ଦିଆଯାଇଛି । ଫଳରେ ଶତାଧିକ ଗ୍ରାମବାସୀ ପାଣିପାଇଁ ସମସ୍ୟାରେ ପଡିଛନ୍ତି। ପାଣି ବିନା ଢ଼ିଙ୍କିଆବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଢ଼ିଙ୍କିଆକୁ ଜଳ ଯୋଗାଣ ବନ୍ଦ କଲା ପ୍ରଶାସନ : ଦୂଷିକ ପାଣି ପିଉଛନ୍ତି ଗ୍ରାମବାସୀ

ବର୍ତ୍ତମାନ ସୁଦ୍ଧା ପୋଲିସ ଢ଼ିଙ୍କିଆ ଗ୍ରାମକୁ ଘେରାବନ୍ଦୀ କରି ରଖିଛି। ସ୍ଥାନୀୟ ଲୋକେ ବାଧ୍ଯ ହୋଇ ଦୂଷିତ ପାଣି ପିଉଥିବା କହିଛନ୍ତି। ପ୍ରଶାସନର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଏହା ମାନବାଧିକାର ଉଲଂଘନ ବୋଲି ମତ ପ୍ରକାଶ ପାଉଛି। ଏନେଇ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.