ETV Bharat / state

ପାରାଦୀପରେ ଆନ୍ତର୍ଜାତିକ କଣ୍ଟେନର ସେବା ଆରମ୍ଭ - ପାରାଦୀପ ବନ୍ଦର ଅଧ୍ୟକ୍ଷ

ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦରରେ ଆଜିଠାରୁ ପି.ଆଈ.ସି.ଟି.ବର୍ଥରେ ଆନ୍ତର୍ଜାତୀୟ କଣ୍ଟେନର ସେବା ଆରମ୍ଭ ହୋଇଛି। ଏହି ସେବାକୁ ପାରାଦୀପ ବନ୍ଦର ଅଧ୍ୟକ୍ଷ ଲିଙ୍କେସ ରାୟ ଉଦଘାଟନ କରିଥିଲେ। ଅଧିକ ଖବର ପଢନ୍ତୁ...

ପାରାଦୀପରେ ଆନ୍ତର୍ଜାତିକ କଣ୍ଟେନର ସେବା ଆରମ୍ଭ

author img

By

Published : Jul 12, 2020, 8:18 PM IST

ଜଗତସିଂହପୁର: ଜିଲ୍ଲା ପାରାଦୀପ ବନ୍ଦରରେ ଆଜିଠାରୁ ପି.ଆଈ.ସି.ଟି.ବର୍ଥରେ ଆନ୍ତର୍ଜାତୀୟ କଣ୍ଟେନର ସେବା ଆରମ୍ଭ ହୋଇଛି। ଏହି ସେବାକୁ ପାରାଦୀପ ବନ୍ଦର ଅଧ୍ୟକ୍ଷ ଲିଙ୍କେସ ରାୟ ଉଦଘାଟନ କରିଥିଲେ। ପାରାଦୀପରୁ କଣ୍ଟେନର ସେବା ଆରମ୍ଭ ହେବା ରାଜ୍ୟପାଇଁ ଏହା ପ୍ରଥମ। ଓଡିଶାର ବ୍ୟବସାୟୀ ମାନେ ଆଗରୁ କଣ୍ଟେନର ସେବା ପାଇଁ ରାଜ୍ୟ ବାହାର କୋଲକାତା ଓ ଭାଇଜାଗ ବନ୍ଦର ଉପରେ ନିର୍ଭର କରୁଥିଲେ।

ପାରାଦୀପରେ ଆନ୍ତର୍ଜାତିକ କଣ୍ଟେନର ସେବା ଆରମ୍ଭ
ପାରାଦୀପରେ ଆନ୍ତର୍ଜାତିକ କଣ୍ଟେନର ସେବା ଆରମ୍ଭ

କିନ୍ତୁ ପାରାଦୀପ ବନ୍ଦରରେ ଏହା କାର୍ଯ୍ୟକରୀ ହେବାପରେ ଓଡିଶାର ବ୍ୟବସାୟୀ ମାନେ ପାରାଦୀପରୁ ବିଶ୍ବର ଯେ କୌଣସୀ ସ୍ଥାନକୁ କଣ୍ଟେନର ମାଧ୍ୟମରେ ସାମଗ୍ରୀ ପଠାଇ ପାରିବେ। କଣ୍ଟେନର ମଧ୍ୟରେ ଅଧିକ ଦିନ ଶୀତତାପ ପଦ୍ଧତିରେ ବିଭିନ୍ନ ସାମଗ୍ରୀକୁ ସଂରକ୍ଷିତ ରଖାଯାଇ ପାରିବ।

ବିଶେଷ କରି ଏହାଦ୍ବାରା ସାମୁଦ୍ରିକ ମତ୍ସ୍ୟଶିଳ୍ପ ଗୁଡିକ ଅଧିକ ଲାଭବାନ ହେବ। କଣ୍ଟେନର ସେବା ଆରମ୍ଭ ହେବାଦ୍ବାରା ଓଡିଶା ଓ ଓଡିଶା ବାହାରର ଶିଳ୍ପସଂସ୍ଥା ଗୁଡିକ ଅଧିକ ଲାଭବାନ ହେବେ। ଏହି କାର୍ଯ୍ୟକ୍ରମରେ ବନ୍ଦର ଉପାଧ୍ୟକ୍ଷ ଏ କେ ବୋଷ, ବନ୍ଦର ଟ୍ରାଫିକ୍ ପରିଚାଳକ ଏସ.କେ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆଜି ପ୍ରଥମ କଣ୍ଟେନର ପରିବହନ କରୁଥିବା ଏମ୍ ଭି ଦାନଭୂମ ଜାହଜ ପାରାଦୀପ ପିଆଈସିଟି କଣ୍ଟେନର ବର୍ଥରେ ବର୍ଥିଂ କରିଥିଲା।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.