ETV Bharat / state

ଜଗତସିଂହପୁର ଜିଲ୍ଲାରେ 2 ଦିନ ବନ୍ଦ ରହିବ ବିଦ୍ୟୁତ ସରବରାହ

author img

By

Published : Dec 26, 2020, 6:41 AM IST

ଜଗତସିଂହପୁର ଜିଲ୍ଲାରେ 26 ଓ 27 ତାରିଖରେ ବାଲିକୁଦା ଓ ଢ଼ିଅସାହି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

ଜଗତସିଂହପୁର ଜିଲ୍ଲାରେ 2 ଦିନ ବନ୍ଦ ରହିବ ବିଦ୍ୟୁତ ସରବରାହ
ଜଗତସିଂହପୁର ଜିଲ୍ଲାରେ 2 ଦିନ ବନ୍ଦ ରହିବ ବିଦ୍ୟୁତ ସରବରାହ

ଜଗତସିଂହପୁର: ଜିଲ୍ଲାରେ 26 ଓ 27 ତାରିଖରେ ବାଲିକୁଦା ଓ ଢ଼ିଅସାହି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ବିଜୁଳି ବିଭାଗର ସୂଚନା ଅନୁସାରେ ଗ୍ରୀଡ଼ ଓ ବିଭିନ୍ନ ବିଜୁଳି ସେକ୍ସନରେ ରକ୍ଷଣା ବେକ୍ଷଣ ଆଜି ଠାରୁ ଆରମ୍ଭ ହୋଇ ତା ପରଦିନ ଅର୍ଥାତ 27 ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହାକୁ ନେଇ ସକାଳ 9 ଟା ସମୟରୁ ଦିନ 3ଟା ପର୍ଯ୍ୟନ୍ତ ଜଗତସିଂହପୁର ସଦର, ଜଗତସିଂହପୁର ଗ୍ରାମାଞ୍ଚଳ ବାଲିକୁଦା ବ୍ଲକ, ତୀର୍ତ୍ତୋଲ, ରଘୁନାଥପୁର ଆଦି ଅଂଚଳରେ ବିଦ୍ୟୁତ ସେବା ବନ୍ଦ ରହିବ । ତେଣୁ, ଏହିସବୁ ଅଞ୍ଚଳରେ ଜରୁରୀ କାର୍ଯ୍ୟରେ ବ୍ୟାହତ ସୃଷ୍ଟି ହେବ। ଏଥିରେ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.