ETV Bharat / state

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ଗୃହରକ୍ଷୀ ଦିବସ ପାଳିତ

author img

By

Published : Dec 6, 2020, 3:54 PM IST

ରବିବାର ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପ୍ରତିଷ୍ଠା ଦିବସ ଅବସରରେ ଜଗତସିଂହପୁରରେ ଜିଲ୍ଲା ପୋଲିସ ପକ୍ଷରୁ ଏହି ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

Home guard day celebrated in Jagatsinghpur
ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ଡିଫେନ୍ସ ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର: ଆଜି(ରବିବାର) ହେଉଛି 58ତମ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ପ୍ରତିଷ୍ଠା ଦିବସ । ଜିଲ୍ଲା ପୋଲିସ ପକ୍ଷରୁ ରିଜର୍ଭ ପୋଲିସ ପଡ଼ିଆରେସ ଏହି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଆର ପ୍ରକାଶ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।

ରିଜର୍ଭ ଇନ୍ସପେକ୍ଟର ଦୁର୍ଯ୍ୟୋଧନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ, ଉତ୍କର୍ଷ ସେବା ପ୍ରଦାନ ନିମନ୍ତେ 37 ଜଣ କୋରୋନା ଯୋଦ୍ଧା ଗୃହରକ୍ଷୀ ଓ ୭ ଜଣ ସିଭିଲ ଡିଫେନ୍ସ କର୍ମକର୍ତ୍ତାଙ୍କୁ ଆର୍ଥିକ ପ୍ରୋତ୍ସାହନ ସମେତ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ବହୁ ଅଧିକାରୀ ଯୋଗ ଦେଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.