ETV Bharat / state

ରଘୁନାଥପୁର ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ଉଦଘାଟିତ

author img

By

Published : Aug 12, 2020, 10:44 PM IST

ଗ୍ରାମାଞ୍ଚଳରେ ଲୋକଙ୍କ ପାଖରେ ନ୍ୟାୟ ବ୍ୟବସ୍ଥାକୁ ଶିଘ୍ର ପହଞ୍ଚାଇବା ପାଇଁ ଉଦଘାଟିତ ହେଲା ଗ୍ରାମ୍ୟ ନ୍ୟାୟାଳୟ । ପଢନ୍ତୁ ଅଧିକ ...

Gramya adalat innaguration
Gramya adalat innaguration

ଜଗତସିଂପୁର: ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକରେ ଆଜି (ବୁଧବାର) ଗ୍ରାମ୍ୟ ନ୍ୟାୟାଳୟ ଉଦଘାଟିତ ହୋଇଯାଇଛି। ଏହାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ସୁଶ୍ରୀ ସଞ୍ଜୁ ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

ରଘୁନାଥପୁର ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ଉଦଘାଟିତ

ଗ୍ରାମାଞ୍ଚରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ହେଲେ ଲୋକଙ୍କ ପାଖରେ ନ୍ୟାୟ ବ୍ୟବସ୍ଥା ଶିଘ୍ର ପହଞ୍ଚିବ। ଲୋକେ ଅଳ୍ପ ସମୟରେ ନ୍ୟାୟ ପାଇପାରିବେ ବୋଲି ନ୍ୟାୟାଧିଶ ସଞ୍ଜୁ ପଣ୍ଡା କହିଥିଲେ। କାର୍ଯ୍ୟକ୍ରମରେ ଜିଲା ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା, ହାଇକୋର୍ଟ ରେଜିଷ୍ଟାର ଆରକେ ଦାସ, ଅତିରିକ୍ତ ଜିଲାଜଜ ମାଳବିକା ରାୟ, ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏସପି ପ୍ରକାସ ରଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.