ETV Bharat / state

ସାବିତ୍ରୀ ଯୋଗୁଁ ଫଳ ବଜାରରେ ନିଆଁ

କାଲି ସାବିତ୍ରୀ ବ୍ରତ । ବ୍ରତ ପୂର୍ବରୁ ଫଳ ବଜାରରେ ଲାଗିଲାଣି ନିଆଁ । ଅଧିକ ପଢ଼ନ୍ତୁ

ସାବିତ୍ରୀ ଯୋଗୁଁ ଫଳ ବଜାରରେ ନିଆଁ
ସାବିତ୍ରୀ ଯୋଗୁଁ ଫଳ ବଜାରରେ ନିଆଁ
author img

By

Published : May 29, 2022, 10:42 PM IST

ଜଗତସିଂହପୁର : ଜଗତସିଂହପୁର ସହରରେ ସାବିତ୍ରୀ ବ୍ରତକୁ ନେଇ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ବିଶେଷ କରି ଫଳ ଦୋକାନ ଗୁଡି଼କରେ ପ୍ରବଳ ଭିଡ ହୋଇଛି । ଆସନ୍ତା କାଲି (ସୋମବାର )ଦିନ ସାବିତ୍ରୀ ବ୍ରତ ଥିବାରୁ ଲୁଗା ଦୋକାନ ଠାରୁ ଆରମ୍ଭ କରି ଫଳ ଦୋକାନମାନଙ୍କରେ ଲୋକେ ଫଳମୂଳ କିଣାକିଣି କରୁଥିବାବେଳେ ଫଳ ବଜାରରେ କିନ୍ତୁ ଦରରେ ନିଆଁ ଲାଗିଛି ।

ସାବିତ୍ରୀ ଯୋଗୁଁ ଫଳ ବଜାରରେ ନିଆଁ

ଜଗତସିଂହପୁର ସହରରେ ଆମ୍ବ କିଲୋପ୍ରତି ଦେଢଶହ ଟଙ୍କାରୁ ଆରମ୍ଭ କରି ୨୫୦ ଟଙ୍କା ଥିବାବେଳେ ଅଙ୍ଗୁର କିଲୋପ୍ରତି ୨୦୦ ଟଙ୍କା, ସପୁରୀ ଏକଟା ପ୍ରତି ୫୦ ଟଙ୍କା ଲିଚୁ କୋଳି ୨୦୦ ଟଙ୍କା, ପଣସ ଗୋଟା ପ୍ରତି ୨୦୦ ଟଙ୍କା, କଦଳୀ ଡର୍ଜନ ପିଛା ୫୦ ରୁ ୧୫୦ ଟଙ୍କା ରହିଛି ।

ସେହିପରି ପାରାଦ୍ୱୀପ ବଜାରରେ ମଧ୍ୟ ସାବିତ୍ରୀ ବ୍ରତର ପ୍ରଭାବ ଦେଖିବାକୁ ମିଳିଛି । ପାରାଦ୍ୱୀପବାସୀ ଆସନ୍ତା କାଲି ସାବିତ୍ରୀ ବ୍ରତ ପାଳନ ପାଇଁ ମହିଳାମାନେ ଲୁଗା ଦୋକାନ ଓ ଫଳ ଦୋକାନ ମାନଙ୍କରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.