ETV Bharat / state

ବନ୍ଧୁକ ମୁନରେ ପାଞ୍ଚ ଲକ୍ଷ ଲୁଟ ! - ବନ୍ଧୁକ ମୁନରେ ପାଞ୍ଚ ଲକ୍ଷ ଲୁଟ

ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୁତ୍ତ । ଦୁଇଟି ବାଇକରେ ଆସି 4 ଜଣ ଲୁଟେରା 5 ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Oct 27, 2019, 2:03 AM IST

ଜଗତସିଂହପୁର: କଟକ-ପାରାଦୀପ ରାସ୍ତା ଗୋପାଳପୁର ନିକଟରେ ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଭୁବନେଶ୍ବରର ସପରିବାର ନିଜ ଗାଁକୁ ଫେରିବା ବାଟରେ ୪ ଜଣ ଲୁଟେରା ୨ ଟି ବାଇକରେ ପିଛାକରି ବନ୍ଧୁକ ଦେଖାଇ ସୁନା ଗହଣା ଲୁଟ୍ କରିଛନ୍ତି ।

ବନ୍ଧୁକ ମୁନରେ ପାଞ୍ଚ ଲକ୍ଷ ଲୁଟ..

ଏହା ସହ ଗାଡିର କାଚ ଭାଙ୍ଗିବା ସହ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣା ଘଟାଇବା ପରେ ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଛି ଖୋଳତାଡ ଆରମ୍ଭ କରିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲା କଟକ ପାରାଦୀପ ରାସ୍ତା ଗୋପାଳପୁର ନିକଟ ସଅଁରା ନିକଟରେ ବନ୍ଧୁକ ଦେଖାଇ ୫ ଲଖ୍ୟ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଭୂବନେଶ୍ବର ର ସପରିବାର ନିଜ ଗାଁ କୁ ଫେରିବା ବାଟରେ ୪ ଜଣ ଲୁଟେରା ୨ ଟି ବାଇକ୍ ରେ ପିଛାକରି ବନ୍ଧୁକ ଦେଖାଇ ସୁନା ଗହଣା ଲୁଟ୍ କରିବା ସହ ଗାଡିର କାଚ ଭାଙ୍ଗି ମାଡ ମାରିଥିବା ଅଭିଯୋଗ ହୋଇଛି। ଘଟଣା ଘଟାଇବା ପରେ ଦୂର୍ବୁତ ମାନେ ଫେରାର ହୋଇଯାଇଛନ୍ତି। ପୋଲିସ୍ ଘଟଣା ସ୍ତଳରେ ପହଛି ଖୋଳତାଡ୍ ଆରମ୍ଭ କରିଛି।Body:Formant AVO Conclusion:Report Susanta Kumar patra Jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.