ETV Bharat / state

ଜଗତସିଂହପୁରରେ ବର୍ଷା ଅଭାବ ଯୋଗୁଁ ଚାଷ କାମ ପ୍ରଭାବିତ

author img

By

Published : Jul 3, 2020, 6:28 AM IST

ଜିଲ୍ଲାରେ ପ୍ରାୟ 1055 ହେକ୍ଟର ଢ଼ିପ ଜମି ରହିଛି । ସେଗୁଡିକ ଏବେ ଟାଙ୍ଗରା ଭୂଇଁ ପାଲଟିଛି । ଅପର ପକ୍ଷରେ ଜଳ ସେଚନ ବିଭାଗ ଅଚିନ୍ତାରେ ।

farming-in-jagatsinghpur-has-been-affected-due-to-lack-of-rainfall
ଜଗତସିଂହପୁରରେ ବର୍ଷା ଆଭାବ ଯୋଗୁଁ ଚାଷ କାମ ପ୍ରଭାବିତ

ଜଗତସିଂହପୁର: ଜିଲ୍ଲାରେ ବର୍ଷା ଅଭାବ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ଆଷାଢ ଆସି ସରିବାକୁ ବସିଲାଣି । କିନ୍ତୁ ବର୍ଷାର ଦେଖାନାହିଁ। ମୌସୁମୀର ଲୁଚକାଳି ଖେଳ ଚାଷ ପାଇଁ ସମସ୍ୟା ସୃଷ୍ଟି କରିଛି । ଜିଲ୍ଲାର ହେକ୍ଟର ହେକ୍ଟର ଚାଷ ଜମି ଏବେ ପଡିଆ ପଡିଛି । ଆକାଶରୁ ଟାଇଁ ଟାଇଁ ଖରା, ଚାଷ ଜମିକୁ ଟାଙ୍ଗରା କରିସାରିଲାଣି। କେତେକ ଚାଷୀ ଜମିରେ ହଳ କରି ତଳି ପକାଇଥିଲେ । କିନ୍ତୁ ପାଣି ନ ଥିବାରୁ ସେ ଗୁଡ଼ିକ ମରି ଗଲାଣି ।

ଜିଲ୍ଲାରେ ପ୍ରାୟ 1055 ହେକ୍ଟର ଢ଼ିପ ଜମି ରହିଛି । ସେଗୁଡିକ ଏବେ ଟାଙ୍ଗରା ଭୂଇଁ ପାଲଟିଛି । ଅପର ପକ୍ଷରେ ଜଳ ସେଚନ ଭିଭାଗ ଏବେ ଗଭୀର ନିଦ୍ରାରେ । ଜୁନ 20 ସୁଦ୍ଧା କେନାଲ ଗୁଡିକରେ ପାଣି ଆସିବା କଥା । କିନ୍ତୁ ଆଜି ପର୍ଯନ୍ତ କେନାଲ ଗୁଡିକୁ ସଫା ମଧ୍ୟ କରାଯାଇ ପାରିନାହିଁ । ଯାହାକୁ ନେଇ ସମସ୍ୟା ଦ୍ବିଗୁଣିତ ହୋଇଛି। ପାଣି ବିନା ଚାଷୀ ଏବେ ହାହାକାର କଲାଣି । ଯଦି ଏଭଳି ସମସ୍ୟା ଆଗକୁ ଲାଗିରହେ ତେବେ ଚାଷ କାର୍ଯ୍ୟ ଜିଲାରେ ଗଭୀର ଭାବରେ ପ୍ରଭାବିତ ହେବ ଏଥିରେ ସନ୍ଦେହ ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.