ETV Bharat / state

ଅବକାରୀ ବିଭାଗର ଆକ୍ସନରେ ଛାନିଆ ମଦ ବେପାରୀ, ପୁଣି 2 ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଆକ୍ସନ ଦେଖି ଛାନିଆ ଚୋରା ମଦ ବେପାରୀ ।

author img

By

Published : Jul 5, 2019, 9:16 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଅବକାରୀ ବିଭାଗକୁ ବଡ ସଫଳତା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁକ୍ରମେ ନାଉଗାଁ ଥାନା ଅନ୍ତର୍ଗତ ଡେରିକେ ପଞ୍ଚାୟତରୁ 150 ପେଟି ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହାଛଡା ଚଳିତ ସପ୍ତାହରେ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଚୋରା ମଦ ଜବତ କରିଛି ବିଭାଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଅବକାରୀ ବିଭାଗର ଆକ୍ସନ ମୋଡ଼କୁ ନେଇ ଚୋରା ମଦ ବେପାରୀ ଛାନିଆ ପ୍ରାୟ । ଚଳିତ ସପ୍ତାହରେ ଅବକାରୀ ବିଭାଗ ପ୍ରାୟ 300 ପେଟିରୁ ଅଧିକ ମଦ ଜବତ କରିବା ସହ 5 ଜଣଙ୍କୁ ଗିରଫ କରିସାରିଲାଣି । ଆଜି ମଧ୍ୟ ଅବକାରୀ ବିଭାଗ ପଞ୍ଝାରେ ପଡ଼ିଛନ୍ତି 2 ଚୋରା ମଦ ବେପାରୀ । ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ଡେରିକେ ପଞ୍ଚାୟତ ନିକଟରୁ ଅବକାରୀ ବିଭାଗର OIC ମନସୀ ସାହୁ ଅତର୍କିତ ଚଢ଼ାଉ କରି ପିକଅପ ଭ୍ୟାନ ସହ150 ପେଟି ବିଦେଶୀ ମଦ ଓ 40 ଲିଟର ଆସ୍କା 40 ଜବତ କରିଛି ।

ତେବେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ନିଶା ବେପାରୀଙ୍କ ନିଦ ହଜେଇ ଦେଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Intro:ଜିଲାପାଳ ଙ୍କ କଡା ନିର୍ଦେଶ ପରେ ଜିଲା ଅବକାରୀ ବିଭାଗ ବଳୁଆ ହେଇଚି।ଚଳିତ ସପ୍ତାହ ରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣରେ ଚୋର ମଦ ଜବତ କରିଛି।ଅବକାରୀ ବିଭାଗ ର ଏହି ଆକ୍ସନ ମୋଡ଼ କୁ ନେଇ ଚୋର ମଦ ବେପାରୀ ଛାନିଆ ହୋଇ ଉଠିଲେଣି।ଚଳିତ ସପ୍ତାହ ରେ ଅବକାରୀ ବିଭାଗ ପ୍ରାୟ 300 ପେଟି ରୁ ଅଧିକ ମଦ ଜବତ କରିବା ସହ 5 ଜଣ ଙ୍କୁ ଗିରଫ କରି ସାରିଲାଣି। ଆଜି ମଧ୍ୟ ଅବକାରୀ ବିଭାଗ ପଂଝରେ ପଡ଼ିଛନ୍ତି 2 ଚୋରାମଦ ବେପାରୀ।ଜିଲା ର ନାଉଗାଁ ଥାନା ଅନ୍ତର୍ଗତ ଡେରିକେ ପଂଚାୟତ ନିକଟରୁ ଅବକାରୀ ବିଭାଗ ର OIC ମନସୀସାହୂ ଅତର୍କିତ ଚଢ଼ାଉ କରି ପିକପଭିଆନ ସହ (OD33 R3418) 150 ପେଟି ବିଦେଶୀ ମଦ ସହ 40 ଲିଟର ଆସ୍କା40 ଜବତ କରିଛି। ଅବକାରୀ ବିଭାଗ ର କାର୍ଯ୍ୟାନୁଷ୍ଠାନ ନିଶା ବେପାରୀ ଙ୍କ ନିଦ ହଜେଇ ଦେଇଛି।

Body:AVO. visual wrap & what s app re jaichhi

Conclusion:AVO visual wrap & whatsapp re jaichhi
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.