ETV Bharat / state

ସାଳିଜଙ୍ଗରେ ନିର୍ବାଚନୀ ହିଂସା: 4 ଆହତ - ସାଳିଜଙ୍ଗରେ ହିଂସା

ସାଳିଜଙ୍ଗ ପଞ୍ଚାୟତରେ ନିର୍ବାଚନୀ ପରେ ହିଂସାକାଣ୍ତ ଘଟିଛି । ଏଥିରେ 4 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ସାଲିଜଙ୍ଗରେ ନିର୍ବାଚନୀ ହିଂସା : 4 ଆହତ
ସାଲିଜଙ୍ଗରେ ନିର୍ବାଚନୀ ହିଂସା : 4 ଆହତ
author img

By

Published : Mar 2, 2022, 8:28 PM IST

ଜଗତସିଂହପୁର : ଜିଲ୍ଲା ସଦର ଥାନା ସାଳିଜଙ୍ଗ ପଞ୍ଚାୟତରେ ନିର୍ବାଚନୀ ପରେ ହିଂସାକାଣ୍ତ ଘଟିଛି । ଏହି ପଞ୍ଚାୟତର ଜଣେ ପ୍ରାର୍ଥୀ ପରାଜିତ ହେବା ପରେ ବରଡି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଶି ତାଙ୍କୁ ଓ ତାଙ୍କର ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ସାଲିଜଙ୍ଗରେ ନିର୍ବାଚନୀ ହିଂସା : 4 ଆହତ

ଏହାବି ପଢନ୍ତୁ : Russia Ukraine War: ଭାରତୀୟଙ୍କ ଉଦ୍ଧାର ପାଇଁ ସ୍ବତନ୍ତ୍ର କରିଡର

ବରଡି ଗାଁର ସାଗର ସ୍ୱାଇଁ ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାରୁ ପରାଜିତ ପ୍ରାର୍ଥୀ ଓ ତାଙ୍କର ସମର୍ଥକମାନେ ସାଗରଙ୍କ ଘରେ ପଶିଥିଲେ । ଆଉ ତାଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହି ଆକ୍ରମଣରେ 4 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି l ପୋଲିସ ଉଭୟ ପକ୍ଷଙ୍କୁ ଥାନକୁ ଡାକି ଆଲୋଚନା କରୁଥିବା ସୂଚନା ମିଳିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.