ETV Bharat / state

ଜଗତସିଂହପୁରରେ ସାଢେ 8 କୋଟି ଟନ ଧାନ ସଂଗ୍ରହ ଲକ୍ଷ ରଖିଛି ଜିଲ୍ଲା ପ୍ରଶାସନ - ଜଗତସିଂହପୁର ଧାନ ସଂଗ୍ରହ

ଚଳିତ ବର୍ଷ 8 କୋଟି 5,2 ଲକ୍ଷ 94 ହଜାର 117 ମେଟ୍ରିକ ଟନ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ଜଗତସିଂହପୁର ଜିଲା ପ୍ରଶାସନ । ଅଧିକ ପଢନ୍ତୁ...

ଜଗତସିଂହପୁରରେ ସାଢେ 8 କୋଟି ଟନ ଧାନ ସଂଗ୍ରହ ଲକ୍ଷ ରଖିଛି ଜିଲ୍ଲା ପ୍ରଶାସନ

author img

By

Published : Nov 18, 2020, 12:54 AM IST

ଜଗତସିଂହପୁର: ଚଳିତ ବର୍ଷ 8 କୋଟି 52 ଲକ୍ଷ 94 ହଜାର 117 ମେଟ୍ରିକ ଟନ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ଜଗତସିଂହପୁର ଜିଲା ପ୍ରଶାସନ । ଜିଲାରେ 2020-21 ପାଇଁ ଆସନ୍ତା ଜାନୁୟାରୀ 5ରୁ ଧାନ ସଂଗ୍ରହ ନେଇ ଦିନ ଧାର୍ଯ୍ୟ କରାଯାଇଛି ।

ଜଗତସିଂହପୁର ଜିଲ୍ଲାରେ ମିଲରମାନଙ୍କ ସଂଖ୍ୟା କମ ରହିଥିବାରୁ ଜିଲ୍ଲା ବାହାରୁ ମିଲରମାନଙ୍କୁ ଧାନ ସଂଗ୍ରହ ପାଇଁ ଅନୁମତି ଦିଆଯିବ । ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ଜିଲା ଯୋଗାଣ ବିଭାଗ, ପ୍ରାଥମିକ କୃଷି ସମବାୟ ସମିତି, ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ଓ ନିଅନ୍ତ୍ରିତ ବଜାର କମିଟି ଜରିଆରେ ଚାଷୀ ସେମାନଙ୍କ ଧାନକୁ ବିକ୍ରି କରି ପାରିବେ । ଏହାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନ ଦିଆଯାଇଛି ।

ଜଗତସିଂହପୁରରେ ସାଢେ 8 କୋଟି ଟନ ଧାନ ସଂଗ୍ରହ ଲକ୍ଷ ରଖିଛି ଜିଲ୍ଲା ପ୍ରଶାସନ

ସଦ୍ଭାବନା ସଭା ଗୃହରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ଏଥିରେ ସାଧାରଣ ଏଫ,ଏ କ୍ୟୁ ଧାନ କ୍ବିଣ୍ଟାଲ ପ୍ରତି 1868 ଟଙ୍କା ଧର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ ଏ ଧାନ କ୍ବିଣ୍ଟାଲ ପ୍ରତି 1888 ଟଙ୍କା ରହିଛି । ଚାଷୀମାନେ ଧାନ ବିକ୍ରି କରିବାର 24 ଘଣ୍ଟା ମଧ୍ୟରେ ସେମାନଙ୍କୁ ଅର୍ଥ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯିବକୁ ନିଷ୍ପତ୍ତି ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.