ETV Bharat / state

ପାରାଦୀପ ତୈଳ ବିଶୋଧନାଗାର ସମ୍ମୁଖରେ ବିସ୍ଥାପିତଙ୍କ ଧାରଣା - ତୈଳ ବିଶୋଧନାଗାର ସମ୍ମୁଖରେ ବିସ୍ଥାପିତଙ୍କ ଧାରଣା

ପାରାଦୀପ ତୈଳ ବିଶୋଧନାଗାର ନିର୍ମାଣ ସମୟରେ 1752 ପରିବାର ବିସ୍ଥାପିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମିଳିନାହିଁ କ୍ଷତି ପୂରଣ । ଏହାକୁ ନେଇ ତୈଳ ବିଶୋଧନାଗାର ସମ୍ମୁଖରେ ବିସ୍ଥାପିତଙ୍କ ଧାରଣା । ଅଧିକ ପଢନ୍ତୁ

ପାରାଦୀପ ତୈଳ ବିଶୋଧନାଗାର ସମ୍ମୁଖରେ ବିସ୍ଥାପିତଙ୍କ ଧାରଣା

author img

By

Published : Dec 16, 2021, 8:33 AM IST

ଜଗତସିଂହପୁର: ବିସ୍ଥାପିତଙ୍କୁ କ୍ଷତି ପୂରଣ ନମିଳିବାରୁ ପାରାଦୀପ ତୈଳ ବିଶୋଧନାଗାର (Paradip Oil Refinery )ସମ୍ମୁଖରେ ଜମିହରା କୃଷକ ମଞ୍ଚ (Jamihara Krushak Mancha protest)ପକ୍ଷରୁ ଧାରଣା। ତୈଳ ବିଶୋଧନାଗାର ନିର୍ମାଣ ସମୟରେ 1752 ପରିବାର ବିସ୍ଥାପିତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କ୍ଷତିପୂରଣ ମିଳିନାହିଁ ।

ପାରାଦୀପ ତୈଳ ବିଶୋଧନାଗାର ସମ୍ମୁଖରେ ବିସ୍ଥାପିତଙ୍କ ଧାରଣା

ବିସ୍ଥାପିତ ହେବା ସମୟରେ କମ୍ପାନୀ ପକ୍ଷରୁ ବିସ୍ଥାପିତ ପରିବାରଙ୍କୁ କ୍ଷତି ପୂରଣ ଶହ ତୈଳ ବିଶୋଧନାଗାର ରେ ନିଯୁକ୍ତି ଦେବାକୁ ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ବର୍ଷ ପରେ ବର୍ଷ ବିତି ଯାଇଥିଲେ ବି ଭିଟାମାଟି ଦେଇଥିବା ବିସ୍ଥାପିତ ପରିବାରଙ୍କୁ ନାଁ ମିଳିଲା ଚାକିରି ନାଁ କ୍ଷତିପୂରଣ । ଫଳରେ ଏହାକୁ ନେଇ ଗତକାଲି ବିସ୍ଥାପିତ ପରିବାର ପକ୍ଷରୁ କମ୍ପାନୀ ସମ୍ମୁଖରେ ଧାରଣା ଦେବା ସହିତ 1752 ପରିବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଘଟଣାକୁ ନେଇ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ ବିକ୍ଷୋଭକାରୀଙ୍କୁ ଆଲୋଚନା ପାଇଁ ଡାକିଥିବା ଖବର ମିଳିଥିଲା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.