ETV Bharat / state

ଜଗତସିଂହପୁରରେ ଡାଏରିଆ ଆତଙ୍କ, ଡାକ୍ତରଖାନାରେ ନାହିଁ ବେଡ - district hospital

ଡାଏରିଆ ଆତଙ୍କରେ ଆତଙ୍କିତ ହୋଇଛନ୍ତି ଜଗତସିଂହପୁର ବାସିନ୍ଦା । ଜିଲ୍ଲାର 700ରୁ ଅଧିକ ରୋଗୀ ଏଯାବତ ଚିହ୍ନଟ ହୋଇ ସାରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Jun 27, 2019, 10:42 PM IST

ଜଗତସିଂହପୁର: ଜିଲ୍ଲାର ଏରସମା ସହ ସହରର ବିଭିନ୍ନ ସ୍ଥାନରେ ବଢ଼ିବାକୁ ଲାଗିଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ଏରସମା ବ୍ଲକରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ସର୍ବାଧିକ 85 ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଛି । ଅଧିକାଂଶ ରୋଗୀଙ୍କୁ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେଡ଼ ଅଭାବ ଯୋଗୁଁ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅତି ଦୟନୀୟ ଅବସ୍ଥାରେ ଅନେକ ରୋଗୀ ବାହାରେ ପଡ଼ିଥିବା ଦେଖିବାକୁ ମିଳିଛି । ଛୋଟ ପିଲାଙ୍କ ପାଇଁ ମଧ୍ୟ ଚିକିତ୍ସାଳୟରେ ଉପଲବ୍ଧ ହୋଇପାରୁନି ବେଡ । ଜିଲ୍ଲାରେ ପ୍ରାୟ 700ରୁ ଉର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ଆମେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଜୟ କୁମାର ବାଇଥାରୁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ ଜିଲ୍ଲା ବାହାରେ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାର ଏରସମା ଓ ଜଗତସିଂହପୁର ସହର ର ବିଭିନ୍ନ ସ୍ଥାନରେ ଝାଡା ବାନ୍ତି ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।ଏରସମା ବ୍ଲକ ରେ ସର୍ବାଧିକ ଲୋକ ଆକ୍ରାନ୍ତ ହେଉଛନ୍ତି।ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଆଜି ସର୍ବାଧିକ 85 ଜଣ ରୋଗୀ ଙ୍କୁ ଭର୍ତ୍ତି କରାଯାଇଛି।ଅନେକ ରୋଗୀ ଙ୍କୁ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଛି।ଜିଲା ମୁଖ୍ୟ ଚିକିତ୍ସାଳୟରେ ରେ ବେଡ଼ ଅଭାବ ଯୋଗୁଁ ରୋଗୀ ମନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଅତି ଦୟନୀୟ ଅବସ୍ଥାରେ ରେ ବାହାରେ ପଡ଼ିଥିବା ଦେଖିବାକୁ ମିଳିଛି।ଜିଲାରେ ପ୍ରାୟେ 700ଶହ ରୁ ଅଧିକ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।ଏସମ୍ପର୍କ ରେ ଆମେ ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ଅଜୟ କୁମାର baythharu ଙ୍କ ସହ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଜିଲା ବାହାରେ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Body:avo

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.