ETV Bharat / state

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

author img

By

Published : Jun 13, 2020, 10:23 PM IST

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ନୂଆପୋଲ ନିକଟ ୫୫ ନଂ ଜାତୀୟ ରାଜପଥ କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

dead-body-rescue-in-national-highway-55-in-jagatsinghpur
ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଜଗତସିଂହପୁର: ଯୁବକଙ୍କ ମୃତଦେହ ଉଦ୍ଧାର । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ନୂଆପୋଲ ନିକଟ ୫୫ ନଂ ଜାତୀୟ ରାଜପଥ କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ହେଲେ ଗଡବିଷମପୁରର ସଲିମ୍ ଖାନ ବୋଲି ଜଣାପଡିଛି । ସେ ଗତକାଲି ଜଗତସିଂହପୁର ଆସି ଆଉ ଫେରି ନଥିଲେ, ତେବେ ଶନିବାର ତାଙ୍କ ମୃତଦେହ ରାସ୍ତକଡ ଜଙ୍ଗଲରୁ ଉଦ୍ଧାର କରାଯାଇଛି ।

ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ୍ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଶନିବାର ସନ୍ଧ୍ୟାରେ ମୃତକଙ୍କ ସଡୁ ଜଗତସିଂହପୁର ଥାନାରେ ପହଞ୍ଚି ଏତଲା ଦେବା ସହ ଯୁବକକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.