ETV Bharat / state

'ବୁଲବୁଲ' ପ୍ରସ୍ତୁତି, ଜଗତସିଂହପୁରରେ ୩୧୬ ଲୋକ ସୁରକ୍ଷିତ ସ୍ଥାନାନ୍ତର

ସମ୍ଭାବ୍ୟ ବାତ୍ୟା ବୁଲବୁଲ ପାଇଁ ଜଗତସିଂହପୁରରେ ପ୍ରସ୍ତୁତି ଆରମ୍ଭ । ଧିରେ ଧିରେ ପବନର ବେଗ ବଢିବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସୁଦ୍ଧା ୩୧୬ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି । ଅଧିକ ଖବର ପଢନ୍ତୁ...

author img

By

Published : Nov 8, 2019, 11:15 PM IST

ବାତ୍ୟା 'ବୁଲବୁଲ' ପ୍ରସ୍ତୁତି, ଜଗତସିଂହପୁରର ୩୧୬ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ଜଗତସିଂହପୁର: ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଯାହା ଫଳରେ ମାଡିଆସୁଥିବା ଏହି ସାମୁଦ୍ରିକ ଝଡର ପ୍ରଭାବ ରାଜ୍ୟର ଉପକୂଳ ଅଞ୍ଚଳରେ ଦେଖିବାକୁ ମିଳିବ । ବର୍ତ୍ତମାତନ ଏହି ସମ୍ଭାବ୍ୟ ବାତ୍ୟା ବୁଲବୁଲ୍ ଯୋଗୁଁ ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଗଲାଣି ।

ଲୋକଙ୍କୁ ସୁରକ୍ଷାକୁ ଦୃଷ୍ଟି ଆଗରେ ରଖି ଜଗତସିଂହପୁର ଓ ପାରାଦୀପ ଅଞ୍ଚଳରେ ପବନର ଗତି ଧିରେ
ଧିରେ ବଢିବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବର୍ତ୍ତମାନ ସୁଦ୍ଧା ୩୧୬ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରାଯାଇଛି ।

ଏହାସହ ଆବଶ୍ୟକସ୍ଥଳେ ଦରକାର ପଡିଲେ ଆହୁରି ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବା ସହ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଓ ପାରାଦୀପ ଅଚଂଳରେ ପବନର ଗତି ଧିରେଧିରେ ବଢିବାରେ ଲାଗିଲାଣି।ଏହାକୁ ନେଇ ଜିଲା ପ୍ରଶାସନ ବର୍ତମାନ ସୁଦ୍ଧା ୩୧୬ ଜଣ ଲୋକଙ୍କୁ ସ୍ତାନା ନ୍ତରିତ କରାଯାଇ ସାରିଲାଣି। ଦରକାର ପଡିଲେ ଆହୁରି ଅଧିକ ଲୋକଙ୍କୁ ସ୍ତାନାନ୍ତରିତ କରାଯିବା ସହ ସୁରଖିତ ସ୍ଥାନକୁ ନିଆଯିବ ବୋଲି ଜିଲା ଜରୁରୀ କାଳିନ ବିଭାଗ ସୂଚନା ଦେଇଛି।Body:AVO Conclusion:Susanta patra Jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.