ETV Bharat / state

ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶା ଓ ଆଶଙ୍କାରେ ସମୁଦ୍ର କୂଳିଆ ଲୋକ - ବାତ୍ୟା ଅମ୍ପନ

ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ସମୁଦ୍ର କୁଳିଆ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅଧିକ ପଢନ୍ତୁ..

cyclone ampahn update
cyclone ampahn update
author img

By

Published : May 18, 2020, 5:52 PM IST

ଜଗତସିଂହପୁର: ଜିଲାରେ ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ସମୁଦ୍ର କୁଳିଆ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଜିଲାର ଏରସମା ବ୍ଲକର 10 ଟି ପଂଚାୟତ ଓ ବାଲିକୁଦା ବ୍ଲକର 5 ଟି ପଂଚାୟତର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶା ଓ ଆଶଙ୍କା ରେ ସମୁଦ୍ର କୂଳିଆ ଲୋକ
ସେହିପରି ପାରାଦ୍ୱୀପ ଓ କୁଜଙ୍ଗର ତଳି ଅଂଚଳରେ ବସବାସ କରୁଥିବା ଲୋକଙ୍କୁ ଆଜି ରାତି ସୁଦ୍ଧା 42 ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳକୁ ନେବାପାଇଁ ବ୍ୟବସ୍ଥା କରାଯାଇଛି । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଯେତିକି ସଚେତନ ସେତିକି ମଧ୍ୟ ଭୟଭୀତ ଥିବା ଦେଖିବାକୁ ମିଳିଛି।ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.