ETV Bharat / state

ମହାନଦୀରୁ କୁମ୍ଭୀର ଉଦ୍ଧାର

author img

By

Published : May 6, 2022, 10:27 PM IST

ଜଗତସିଂହପୁର ତିର୍ତ୍ତୋଲ ମହାନଦୀରୁ କୁମ୍ଭୀର ଉଦ୍ଧାର । ମାଛ ଧୁରଥିବା ସମୟରେ ଜାଲରେ କୁମ୍ଭୀର ପଡିଥିବା ସୂଚନା । ଅଧିକ ପଢନ୍ତୁ

ତିର୍ତ୍ତୋଲ ମହାନଦୀରୁ କୁମ୍ଭୀର ଉଦ୍ଧାର
ତିର୍ତ୍ତୋଲ ମହାନଦୀରୁ କୁମ୍ଭୀର ଉଦ୍ଧାର

ଜଗତସିଂହପୁର: ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମହାନଦୀରେ ଏକ କୁମ୍ଭୀରକୁ ଉଦ୍ଧାର କଲା ବନ ବିଭାଗ । ଗ୍ରାମବାସୀଙ୍କ ଠାରୁ ଖବର ପାଇଁ କୁମ୍ଭୀରକୁ ବନ ବିଭାଗ ଉଦ୍ଧାର କରିଛି । ମାଛ ଧୁରଥିବା ସମୟରେ ଜାଲରେ କୁମ୍ଭୀର ପଡିଥିବା ସୂଚନା ।

ଖବର ଅନୁସାରେ ଆଜି(ଶୁକ୍ରବାର) ଦିନ 5 ଟା ସମୟରେ କେତେକ ଗ୍ରାମବାସୀ ମହାନଦୀରେ ମାଛ ଧରୁଥିବା ସମୟରେ ଜାଲରେ ଏକ କୁମ୍ଭୀର ପଡିଥିବା ଦେଖିବାକୁ ପାଇଥିଲେ । କୁମ୍ଭୀରକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇ ଯାଇଥିଲେ । ପରେ ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.