ETV Bharat / state

ଶୀତ ଅଧିବେଶନ ବନ୍ଦ ଓ କୃଷି ଆଇନ ବିରୋଧରେ କଂଗ୍ରେସର ମଶାଲ ରାଲି - ଶୀତ ଅଧିବେଶନ ବନ୍ଦ

ଶୀତ ଅଧିବେଶନ ବନ୍ଦ ଓ କୃଷି ଆଇନ ବିରୋଧରେ କଂଗ୍ରେସର ମଶାଲ ରାଲି । 2020 କୃଷି ଆଇନକୁ କଂଗ୍ରେସ କଳା ଆଇନ କହିଛି । ଅଧିକ ପଢନ୍ତୁ...

congress masal rally in jagatsinghpur
ଶୀତ ଅଧିବେଶନ ବନ୍ଦ ଓ କୃଷି ଆଇନ ବିରୋଧରେ କଂଗ୍ରେସର ମଶାଲ ରାଲି
author img

By

Published : Dec 30, 2020, 9:26 PM IST

ଜଗତସିଂହପୁର : ଶୀତ ଅଧିବେଶନ ବନ୍ଦ ଓ କୃଷି ଆଇନ ବିରୋଧରେ କଂଗ୍ରେସର ମଶାଲ ରାଲି । ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ କେନ୍ଦ୍ର ସରକାର ସଂସଦର ଶୀତ ଅଧିବେଶନ ବନ୍ଦ ଓ 2020 କୃଷି ଆଇନକୁ ବିରୋଧ କରି ମଶାଲ ଶୋଭାଯାତ୍ରା କରିଥିଲେ।

ଶୀତ ଅଧିବେଶନ ବନ୍ଦ ଓ କୃଷି ଆଇନ ବିରୋଧରେ କଂଗ୍ରେସର ମଶାଲ ରାଲି

କେନ୍ଦ୍ର ସରକାର ଦେଶରେ କୃଷି ମାରଣ ନୀତି ଆପଣଉ ଥିବାବେଳେ ରାଜ୍ୟ ସରକାର ତାଙ୍କୁ ନିରବ ସମର୍ଥନ ଜଣାଉଥିବା କଂଗ୍ରେସ ଅଭିଯୋଗ କରିଛି। କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତିକୁ ଦୃଢ଼ ବିରୋଧ କରିଆସୁଛି। କେନ୍ଦ୍ର ସରକାରଙ୍କ 2020 କୃଷି ଆଇନକୁ କଂଗ୍ରେସ କଳା ଆଇନ କହିବା ସହ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.