ETV Bharat / state

ୟସ ଯିବା ପରେ ପାରାଦ୍ଵୀପ ବନ୍ଦରରେ ପଣ୍ୟ କାରବାର କାର୍ଯ୍ୟ ଆରମ୍ଭ - Paradeep port

ଆରମ୍ଭ ହୋଇଛି ପାରାଦ୍ଵୀପ ବନ୍ଦରରେ ପଣ୍ୟ କାରବାର କାର୍ଯ୍ୟ । ବାତ୍ୟା ୟସ ଯୋଗୁଁ ୨୫ ତାରିଖ ଠାରୁ ବନ୍ଦରର ସମସ୍ତ କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ଅଧିକ ପଢନ୍ତୁ...

ୟସ ଗଲାପରେ ପାରାଦ୍ଵୀପ ବନ୍ଦରରେ ଆରମ୍ଭ ହେଲା ପଣ୍ୟ କାରବାର କାର୍ଯ୍ୟ

author img

By

Published : May 27, 2021, 12:38 PM IST

ପାରାଦ୍ବୀପ: ଆରମ୍ଭ ହୋଇଛି ପାରାଦ୍ଵୀପ ବନ୍ଦରରେ ପଣ୍ୟ କାରବାର କାର୍ଯ୍ୟ । ବାତ୍ୟା ୟସ ଯୋଗୁଁ ୨୫ ତାରିଖ ଠାରୁ ବନ୍ଦରର ସମସ୍ତ କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ୨୬ ତାରିଖରେ ବାତ୍ୟା ୟସ ପାରାଦ୍ଵୀପ ଅତିକ୍ରମ କରିବା ପରେ ସନ୍ଧ୍ୟା ସମୟରୁ ପୋର୍ଟ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଆଜି ସକାଳୁ ବନ୍ଦରର ବର୍ଥରେ ଜାହାଜ ଲାଗିବା ସହିତ ପଣ୍ୟ ପରିବହନ କାର୍ଯ୍ୟ ଆରମ୍ଭ ହୋଇଛି ।

ୟସ ଗଲାପରେ ପାରାଦ୍ଵୀପ ବନ୍ଦରରେ ଆରମ୍ଭ ହେଲା ପଣ୍ୟ କାରବାର କାର୍ଯ୍ୟ

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା, ବାତ୍ୟା ୟସର ପ୍ରଭାବରେ ପାରାଦ୍ଵୀପ ବନ୍ଦରର କୌଣସି କ୍ଷତି ହୋଇ ନାହିଁ ବୋଲି ବନ୍ଦର ଉପାଧ୍ୟକ୍ଷ ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.