ETV Bharat / state

ଦୀପ କାରିଗରଙ୍କୁ ଉତ୍ସାହିତ କଲେ ଜିଲ୍ଲାପାଳ - ଓରମାସ ପକ୍ଷରୁ ଦୀପ ଷ୍ଟଲ୍‌

ଆଲୋକର ପର୍ବ ଦୀପାବଳୀ ଉପଲକ୍ଷେ ଓରମାସ ପକ୍ଷରୁ ଜଗତସିଂହପୁର ସହରରେ ହୋଇଥିବା ମାଟି ଦୀପ ଷ୍ଟଲ୍‌ ବୁଲି ଦେଖିଲେ ଜିଲ୍ଲାପାଳ ପାରୁଲ ପଟୱାରୀ । ଅଧିକ ପଢନ୍ତୁ...

ଦେଶୀ ଦୀପ କାରିଗରଙ୍କୁ ଉତ୍ସାହିତ କଲେ ଜିଲ୍ଲାପାଳ
Collector jagatsinghpur Parul Patwari visit ORMAS lamp stall
author img

By

Published : Nov 2, 2021, 8:26 PM IST

Updated : Nov 2, 2021, 10:49 PM IST

ଜଗତସିଂହପୁର: ଆଉ ଦିନକ ପରେ ଆଲୋକ'ର ପର୍ବ ଦୀପାବଳୀ । ଜଗତସିଂହପୁର ସହରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ଓରମାସ ପକ୍ଷରୁ ଭଳିକି ଭଳି ମାଟି ଦୀପ ଷ୍ଟଲ ପ୍ରସ୍ତୁତ କରାଯାଇ ବିକ୍ରି ଆରମ୍ଭ ହୋଇଛି ।

ଦୀପ କାରିଗରଙ୍କୁ ଉତ୍ସାହିତ କଲେ ଜିଲ୍ଲାପାଳ

ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳ ପାରୁଲ ପଟୱାରୀ ଟେରାକୋଟା କାରିଗରକୁ ଉତ୍ସାହିତ କରିବାକୁ ପହଞ୍ଚିଥିଲେ ଓ ଦୀପ ଷ୍ଟଲ୍‌ ବୁଲି ଦେଖିଥିଲେ ।

ଚାଇନା ଦୀପକୁ ମାତ୍‌ ଦେବା ଓ ଏସଏଚ୍‌ଜି ଦେଶୀ କାରିଗରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ କହିଛନ୍ତି। ଜଗତସିଂହପୁର ସହର ସହିତ ପାରାଦୀପରେ ମଧ୍ୟ ଏକସଙ୍ଗେ ଓରର୍ମlସ ପକ୍ଷରୁ ଏହି ଷ୍ଟଲ ଖୋଲା ଯାଇଥିବା ଜଣା ପଡ଼ିଛି। ସୁଲଭ ମୂଲ୍ୟରେ ଗ୍ରାହକଙ୍କୁ ଦୀପ ଯୋଗାଇବାରେ ଓରମାସ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Nov 2, 2021, 10:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.