ETV Bharat / state

ଶିଳ୍ପପତି ମହିମା ମିଶ୍ରଙ୍କ OSL କାର୍ଯ୍ୟାଳୟରେ CBI ରେଡ

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଜଗତସିଂପୁର ପାରାଦ୍ୱୀପ ସ୍ଥିତ OSL କାର୍ଯ୍ୟାଳୟ ରେ କେନ୍ଦ୍ରୀୟ ତଦନ୍ତ କାରୀ ସଂସ୍ଥା (CBI) ରେଡ କରୁଛି । ଏହାସହ ପାରାଦ୍ୱୀପ ପୋର୍ଟ (Paradeep Port) ର ଜଣେ ଉଚ୍ଚ ପଦାଧିକାରୀଙ୍କ ସମେତ ଚିଫ ମେକାନିକାଲ ଷ୍ଟାପ ସରୋଜ ଦାସଙ୍କୁ ଦୀର୍ଘ 3 ଘଣ୍ଟା ଜେରା କରିବା ପରେ ଉଭୟଙ୍କୁ CBI ଟିମ ଏକ ଅଜଣା ସ୍ଥାନକୁ ନେଇ ଜେରା କରୁଛି । ଅଧିକ ପଢନ୍ତୁ

author img

By

Published : Aug 4, 2022, 7:00 PM IST

Etvଶିଳ୍ପପତି ମହିମା ମିଶ୍ରଙ୍କ OSL କାର୍ଯ୍ୟାଳୟରେ CBI ରେଡ ଜାରି Bharat
ଶିଳ୍ପପତି ମହିମା ମିଶ୍ରଙ୍କ OSL କାର୍ଯ୍ୟାଳୟରେ CBI ରେଡ ଜାରି

ଜଗତସିଂପୁର: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଜଗତସିଂପୁର ପାରାଦ୍ୱୀପ ସ୍ଥିତ OSL କାର୍ଯ୍ୟାଳୟ ରେ କେନ୍ଦ୍ରୀୟ ତଦନ୍ତ କାରୀ ସଂସ୍ଥା (CBI) ରେଡ କରୁଛି । ଏହାସହ ପାରାଦ୍ୱୀପ ପୋର୍ଟ (Paradeep Port) ର ଜଣେ ଉଚ୍ଚ ପଦାଧିକାରୀଙ୍କ ସମେତ ଚିଫ ମେକାନିକାଲ ଷ୍ଟାପ ସରୋଜ ଦାସଙ୍କୁ ଦୀର୍ଘ 3 ଘଣ୍ଟା ଜେରା କରିବା ପରେ ଉଭୟଙ୍କୁ CBI ଟିମ ଏକ ଅଜଣା ସ୍ଥାନକୁ ନେଇ ଜେରା କରୁଛି ।

ସେହିଭଳି ଅନ୍ୟଏକ ଟିମ ଶିଳ୍ପପତି ମହିମା ମିଶ୍ରଙ୍କ ମାଲିକାନା ରେ ଥିବା OSL ର କାର୍ଯ୍ୟାଳୟ ଭିତରେ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିବା ସହ 4ଘଣ୍ଟା ଧରି ରେଡ ଜାରି ରଖିଛି ସିବିଆଇ । ବର୍ତ୍ତମାନ ସୁଦ୍ଧା OSL ରେ ରେଡ ଚାଲିଥିବା ବେଳେ ପାରାଦ୍ୱୀପ ବନ୍ଦରର ଦୁଇ କର୍ମଚାରୀ ଙ୍କୁ 4 ଘଣ୍ଟା ଜେରା ପରେ ତାଙ୍କୁ ଅଜ୍ଞାନ୍ତ ସ୍ଥାନରେ ରଖି ଜେରା କରୁଛି ସିବିଆଇ ।

ଇଟିଭି ଭାରତ, ଜଗତସିଂପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.