ETV Bharat / state

ପୁଲୱାମା ଶହୀଦଙ୍କ ଉଦ୍ଦେଶ୍ୟରେ ନବନିର୍ମାଣ କୃଷକ ସଙ୍ଗଠନର କ୍ୟାଣ୍ଡେଲ ଶୋଭାଯାତ୍ରା - candel light yatra for pulwama martyers

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପୁଲୱାମା ଆକ୍ରମଣରେ ଶହୀଦ ଯବାନ ମାନଙ୍କ ପ୍ରତି ସମବେଦନା ଜଣାଇ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । ଅଧିକ ପଢନ୍ତୁ...

candel light yatra for pulwama martyers
ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
author img

By

Published : Feb 14, 2021, 10:29 PM IST

ଜଗତସିଂହପୁର: ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା । ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରିଥିଲା।

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଜଗତସିଂହପୁର ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତା ମାନେ ସ୍ଥାନୀୟ ଟାଉନ ହଲ ଠାରୁ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ପହଞ୍ଚିଥିଲେ। ଜୟ ଜବାନ ଜୟ କିଷାନ ସ୍ଲୋଗାନ ଦେବା ସହିତ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ସମୟରେ ମୃତ୍ୟୁ ବରଣ କରିଥିବା କିଷାନ ଓ ପୁଲୱାମା ଆକ୍ରମଣରେ ଶହୀଦ ଯବାନ ମାନଙ୍କ ପ୍ରତି ସମବେଦନା ଜଣାଇଥିଲେ । ଏହା ସହ ସେମାନଙ୍କ ସ୍ମୃତି ଉଦେଶ୍ୟରେ କ୍ୟାଣ୍ଡେଲ ଜଳାଇ ନିରବ ପ୍ରାର୍ଥନା କରିବା ସହ ଶୋଭାଯାତ୍ରା କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.