ETV Bharat / state

ବିଜେଡି ଉପରେ ବର୍ଷିଲେ ରାଜ୍ୟ ବିଜେପି ପ୍ରଭାରୀ

ଚଳିତ ନିର୍ବାଚନରେ ବିଜେପି ରାଜ୍ୟରେ ସରକାର ଗଢିବାକୁ ଯାଉଛି, ଏଥିରେ ସନ୍ଦେହ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସିଂ । ଏହାସହ ସେ କହିଛନ୍ତି ଯେ ୧୯ ବର୍ଷ ଶାସନରେ ନବୀନ ସରକାର ପିସି କାରବାର, ଦୁଷ୍କର୍ମ, ବେକାରୀ ଅପପୃଷ୍ଟି ଆଦି କ୍ଷେତ୍ରରେ ଓଡିଶାକୁ ନମ୍ବର 1କରିଛନ୍ତି ।

author img

By

Published : Apr 17, 2019, 9:45 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ସାଧାରଣ ନିର୍ବାଚନରେ ନିଜ ନିଜ ପ୍ରଚାରରେ ଲାଗିଛନ୍ତି ସମସ୍ତ ଦଳର ରାଜନେତା । ଏହି କ୍ରମରେ ଆଜି(ବୁଧବାର) ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ରାଜ୍ୟ ବିଜେପ ପ୍ରଭାରୀ ଅରୁଣ ସିଂ । ନବୀନ ସରକାର ଓଡିଶାରେ ଗୁଣ୍ଡାଗର୍ଦ୍ଦି ସରକାର ଚଳାଇଥିବା ଅଭିୟୋଗ ଆଣିଛନ୍ତି ସେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଚଳିତ ନିର୍ବାଚନରେ ବିଜେପି ରାଜ୍ୟରେ ସରକାର ଗଢିବାକୁ ଯାଉଛି, ଏଥିରେ ସନ୍ଦେହ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସିଂ । ଏହାସହ ସେ କହିଛନ୍ତି ଯେ ୧୯ ବର୍ଷ ଶାସନରେ ନବୀନ ସରକାର ପିସି କାରବାର, ଦୁଷ୍କର୍ମ, ବେକାରୀ ଅପପୃଷ୍ଟି ଆଦି କ୍ଷେତ୍ରରେ ଓଡିଶାକୁ ନମ୍ବର 1କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

ରାତି ପାହିଲେ ବଲାଙ୍ଗୀରରେ ପଡିବ ଭୋଟ, ପ୍ରସ୍ତୁତି ଶେଷ

ବଲାଙ୍ଗୀର: ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାରେ ହେବ ଭୋଟ ଗ୍ରହଣ । ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରସ୍ତୁତି ଶେଷ କରିଛି। ବଲାଙ୍ଗୀର ଜିଲ୍ଲାରେ ପାଞ୍ଚଟି ବିଧାନସଭା ମଣ୍ଡଳୀ ଓ ବଲାଙ୍ଗୀର ଲୋକସଭା ଆସନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ତେବେ ଏଥିପାଇଁ ମୋଟ ୧ ହଜାର ୫୪୭ଟି ବୁଥରେ ଭୋଟ ଗ୍ରହଣ ହେବ । 

ମୋଟ ୯ ହଜାର ୨୮୬ ଜଣ ପୋଲିଂ କର୍ମଚାରୀ ନିଯୁକ୍ତ ହେବେ । ସେହିପରି ଏଠାରେ ୧୫ଟି ଆଦର୍ଶ ଭୋଟ କେନ୍ଦ୍ର ସହ ମହିଳାଙ୍କ ପାଇଁ ପାଞ୍ଚଟି ପିଙ୍କ୍ ଭୋଟ କେନ୍ଦ୍ର ମଧ୍ୟ କରାଯାଇଛି । ତେବେ ପାଟଣାଗଡ ଓ କଣ୍ଟାବାଞ୍ଜି ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ସେଠାରେ ସକାଳ 7ଟାରୁ ସନ୍ଧ୍ୟା 4ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।

ସେହିପରି ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେହିପରି ସବୁ ୧୯୬ଟି ସମ୍ବେଦନଶୀଳ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୋଟ ପାଇଁ ସବୁ ପୋଲିଂ ପାର୍ଟି ନିଜର ସାମଗ୍ରୀ ନେଇ ସବୁ ବୁଥରେ ପହଞ୍ଚିଯାଇଥିବା କହିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ । 

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.