ETV Bharat / state

ଜଗତସିଂହପୁରରେ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

ଜଗତସିଂହପୁର ଦୁର୍ଗା ମନ୍ଦିର ନିକଟରେ ଥିବା ଇଣ୍ଡିଆନ ବ୍ୟାଙ୍କ ଏଟିଏମ ଲୁଟ୍ ପାଇଁ ଉଦ୍ୟମ । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏତଲା । ଅଧିକ ପଢନ୍ତୁ....

ଜଗତସିଂହପୁରରେ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ
ଜଗତସିଂହପୁରରେ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ
author img

By

Published : Apr 18, 2021, 10:58 PM IST

ଜଗତସିଂହପୁର: ସହରର ଦୁର୍ଗା ମନ୍ଦିର ନିକଟରେ ଥିବା ଇଣ୍ଡିଆନ ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ ହୋଇଥିବା ବ୍ୟାଙ୍କ କତ୍ତୃପକ୍ଷ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି । ଆଜି(ରବିବାର) ଭୋରୁ ଭୋରୁ କେତେକ ଦୁର୍ବୃତ୍ତ ଦୁର୍ଗା ମନ୍ଦିର ନିକଟରେ ଥିବା ଏଟିଏମକୁ ଭାଙ୍ଗି ଲୁଟ ଉଦ୍ୟମ କରିଥିବା ଜଣାପଡିଛି । ମାତ୍ର ଏଥିରେ ବିଫଳ ହୋଇଛନ୍ତି ଏଟିଏମ ।

ସୂଚନା ଅନୁଯାୟୀ ଏଣ୍ଡିଆନ ବ୍ୟାଙ୍କ ଏଟିଏମ ଭାଙ୍ଗି ଭିତରେ ଲାଗିଥିବା ସିସି କ୍ୟାମେରା ଭାଙ୍ଗିବା ସହ ଏଟିଏମକୁ ତାଡିବାକୁ ଚେଷ୍ଟା କରିଥିଲେ । ମାତ୍ର ଏଥିରେ ସଫଳ ହୋଇପାରିନାହାନ୍ତି ଦୁର୍ବୃତ୍ତ । ଖବର ପାଇ ବ୍ୟାଙ୍କ କତ୍ତୃପକ୍ଷ ଟେକ୍ନିକାଲ ଟିମ ଡକାଇ ତଦାରଖ କରିଛନ୍ତି । ତେବେ କୌଣସି ଟଙ୍କାଲୁଟ ହୋଇ ନଥିବା ଜଣପଡିଛି । ଏହାକୁ ନେଇ ବ୍ୟାଙ୍କ କତ୍ତୃପକ୍ଷ ଆଜି ସନ୍ଧ୍ୟାରେ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.