ETV Bharat / state

ଆକ୍ସନ ମୁଡରେ ଜିଲ୍ଲାପାଳ, ସବୁ ବିଭାଗକୁ ତାଗିଦ୍ - mood

ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେବା ପରେ ବୈଠକ ଡକାଇ ସବୁ ବିଭାଗର କାମକୁ ସମୀକ୍ଷା କରିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ 5T ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର
author img

By

Published : Jun 26, 2019, 10:59 PM IST

ଜଗତସିଂହପୁର: ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେବା ପରେ ବଢ଼ିଯାଇଛି ଦୁର୍ନୀତି ଗ୍ରସ୍ତ କର୍ମଚାରୀଙ୍କ ଚିନ୍ତା । ଜିଲ୍ଲାର 2ଟି ପୌରପରିଷଦ ଓ ସମସ୍ତ 8ଟି ଯାକ ବ୍ଲକର BDO ଏବଂ ତହସିଲଦାରଙ୍କୁ ହେଡ଼କ୍ୱାର୍ଟର ନ ଛାଡିବାକୁ କଡ଼ାକଡ଼ି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ , ଅବକାରୀ ବିଭାଗ, ବିଦ୍ୟୁତ ବିଭାଗର କାର୍ଯ୍ୟ ଉପରେ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଭିିଡିଓ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

ଆଗାମୀ ଦିନରେ ଯଦି ଏହି ଭଳି କାର୍ଯ୍ୟ ଜାରି ରହେ ତେବେ ,କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ପ୍ରାଚୀନ ଶକ୍ତିପୀଠ ମାଆ ଶାରଳାଙ୍କ ମନ୍ଦିର ଅବହେଳିତ ହୋଇ ପଡ଼ିଥିବାରୁ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଛନ୍ତି । ତୁରନ୍ତ ଚନ୍ଦନ ପୁଷ୍କରିଣୀକୁ ସଫା କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାର ନୂତନଜିଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେବା ପରେ ବଢ଼ି ଯାଇଛି ଦୃର୍ନୀତି ଗ୍ରସ୍ତ କର୍ମଚାରୀ ଙ୍କ ଚିନ୍ତା।ଜିଲା 2ଟି ପୌରପରିସଦ,ଓ ସମସ୍ତ 8ଟି ଯାକ ବ୍ଲକ BDO ଏବଂ ତହସିଲଦାର ଙ୍କୁ ହେଡ଼କ୍ୱାଟର ନ ଛାଡିବାକୁ କଡ଼ାକଡ଼ି ନିର୍ଦେଶ ଦେଇଛନ୍ତି। ଜିଲା ସ୍ୱାସ୍ଥ୍ୟ ବିଭାଗ ,ଅବକାରୀ ବିଭାଗ, ବିଦୁତ୍ୟୁ ବିଭାଗ ର କାର୍ଯ୍ୟ ଉପରେ ଜିଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି।ଆଗାମୀ ଦିନରେ ଯଦି ଏହିଭଳି କାର୍ଯ୍ୟ ଜାରି ରହେ ତେବେ ,କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ଜିଲାପାଳ। ଜିଲାର ପ୍ରାଚୀନ ଶକ୍ତିପୀଠ ମା ଶାରଳା ଙ୍କ ମନ୍ଦିର ଅବହେଳିତ ହୋଇ ପଡ଼ିଥିବାରୁ ଜିଲାପାଳ ଉଦବେଗ ପ୍ରକାଶ କରିଥିଲେ । ତୁରନ୍ତ ଚନ୍ଦନ ପୁଷ୍କରିଣୀ କୁ ସଫା କରିବାକୁ ଉପଜିଲ୍ଲାପାଳ ଙ୍କୁନେର୍ଦ୍ଧେଶ ଦେଇଥିଲେ।

Body:avo

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.