ETV Bharat / state

ପାରାଦୀପରେ ଆଦିବାସୀ ମେଳା - ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ

ସ୍ଥାନିୟ ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ କରିବାକୁ ଏହି ଉତ୍ସବ ଆୟୋଜନ କରାଯାଇଛି।

paradeep
ପାରାଦୀପରେ ଆଦିବାସୀ ମେଳା
author img

By

Published : Feb 18, 2020, 3:04 AM IST

ଜଗତସିଂହପୁର: ପାରାଦୀପରେ ଅନୁଷ୍ଠିତ ହୋଇଯାଇଛି ୨୨ ତମ ଆଦିବାସୀ ମହୋତ୍ସବ । ସୋମବାର ନିକଟସ୍ଥ ଗଲ୍ଫ ପଡିଆରେ ଆରମ୍ଭ ହୋଇଥିବା ଏହି ଆଦିବାସୀ ମେଳା କାର୍ଯ୍ୟକ୍ରମକୁ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେସ ରାୟ ଉଦଘାଟନ କରିଛନ୍ତି।

ପାରାଦୀପରେ ଆଦିବାସୀ ମେଳା

ସ୍ଥାନିୟ ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ କରିବାକୁ ଏହି ଉତ୍ସବ ଆୟୋଜନ କରାଯାଇଛି। ପ୍ରଥମେ ଆଦିବାସୀମାନଙ୍କ କୁଳ ଦେବତାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଆଦିବାସୀ ନୃତ୍ୟ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଶତାଧିକ ଆଦିମ ଜନଜାତି ଓ ଆଦିବାସୀ ସମ୍ପ୍ରଦାୟର ଲୋକେ ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ରର କଳା କୌଶଳ ପ୍ରଦର୍ଶନ କରିବା ସହ ନୃତ୍ୟ ପରିବେଷଣ କରିଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.