ETV Bharat / state

ପାରାଦୀପ କାର୍ଗୋ କମ୍ପାନୀରେ ଦୁର୍ଘଟଣା ଘଟି ଶ୍ରମିକ ଆହତ

author img

By

Published : Jul 18, 2019, 9:54 PM IST

ପାରାଦୀପସ୍ଥିତ ଆନ୍ତର୍ଜାତିକ କାର୍ଗୋ ମନିଟୋରାଲ୍ କମ୍ପାନିରେ ଦୁର୍ଘଟଣା ଘଟି ଶ୍ରମିକ ଆହତ । ଏହାକୁ ନେଇ କମ୍ପାନି ପରିସରରେ ଉତ୍ତେଜନା ଦେଖାଦେଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଜଗତସିଂହପୁର

ଜଗତସିଂହପୁର: ପାରାଦୀପସ୍ଥିତ ଆନ୍ତର୍ଜାତିକ କାର୍ଗୋ ମନିଟୋରାଲ୍ କମ୍ପାନିରେ ଦୁର୍ଘଟଣା ଘଟି ଶ୍ରମିକ ଆହତ । କାମକରୁ ଥିବା ସମୟରେ ଦୁର୍ଘଟଣା ଘଟିବାରୁ ଗୁରୁତର ହୋଇଥିଲେ ଶ୍ରମିକ । ଏହାକୁ ନେଇ କମ୍ପାନି ପରିସରରେ ଉତ୍ତେଜନା ଦେଖାଦେଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଜଗତସିଂହପୁର

ଏହି କମ୍ପାନିରେ କର୍ଯ୍ୟରତ ଶ୍ରମିକ ସଞ୍ଜୟ ପଲାଇ କାମ କରୁଥିବା ସମୟରେ ହଠାତ ମେସିନର ଫିତା ଛିଣ୍ଡି ଯାଇଥିଲା । ଫଳରେ ସେ ଗୁରୁତର ହୋଇଥିଲେ, କିନ୍ତୁ ଆହତଙ୍କୁ କମ୍ପାନି କର୍ତ୍ତୃପକ୍ଷ ମେଡିକାଲ ନେବାକୁ ବିଳମ୍ବ କରିବାରୁ ଶତାଧିକ ଶ୍ରମିକ ହୋ ହାଲ୍ଲା କରିବା ସହିତ ଧାରଣାରେ ବସିଥିଲେ।ତିନି ଘଣ୍ଟା ବିଳମ୍ବରେ କମ୍ପାନି କର୍ତ୍ତୃପକ୍ଷ ପହଛି ଆମ୍ବୁଲାନ୍ସ ଯୋଗେ କଟକ ପଠାଇବା ସହ ଆର୍ଥିକ ସହାୟତା ଦେବା ଫଳରେ ଉତ୍ତେଜନା କମିଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର,ଇଟିଭି ଭାରତ

Intro:ଜଗତସିଂହପୁର ଜିଲା ପାରାଦୀପ ଠାରେ ଜଣେ ଶ୍ରମିକ କାମକରୁ ଥିବା ସମୟରେ ଦୁର୍ଘଟଣା ଘଟି ଗୁରୁତର ଆହାତ ହୋଇଛନ୍ତି, ଏହାକୁ ନେଇ କମ୍ପାନି ପରିସରରେ ଉତଜନା ଦେଖାଦେଇଛି, ଆନ୍ତର୍ଜାତିକ କାର୍ଗୋମନିଟୋରାଲ୍ କମ୍ପାନି ପରିସରରେ ଏ ଭଳି ଘଟଣା ଘଟିଛି।ସୂଚନା ଅନୁସାରେ ଏହି କମ୍ପାନିରେ କର୍ଯ୍ୟରତ ଶ୍ରମିକ ସଞୟ ପଲାଇ କାମ କରୁଥିବା ସମୟରେ ହଟାତ୍ ମେସିନ ର ଫିତାଟି ଛିଡି ଯାଇଥିଲା ।ଫଳରେ ସେ ଗୁରୁତ୍ତର ହୋଇଥିଲେ, କିନ୍ତ ଆହାତଙ୍କୁ କମ୍ପନି କର୍ତ୍ତୁପଖ୍ୟ ମେଡିକାଲ ନେବାକୁ ବିଳମ୍ବ କରିବାରୁ ସତାଧିକ ଶ୍ରମିକ ହୋ ହାଲା କରିବା ସହିତ ଧାରଣା ରେ ବସିଥିଲେ, ୩ ଘଣ୍ଟା ବିଳମ୍ବରେ କମ୍ପାନି କର୍ତ୍ୟୁପଖ୍ୟ ପହଛି ଆମ୍ବୁଲାନ୍ସ ଯୋଗେ କଟକ ପଠାଇବା ସହି ଅର୍ଥିକ ସହାୟତା ଦେବା ଫଳରେ ଉତଯନା ହ୍ରାସ ପାଇଥିଲା।Body:Jagatsinghpur Conclusion:Jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.