ETV Bharat / state

ଟ୍ୟୁସନରୁ ଫେରିବା ବେଳେ ମାଡିଗଲା ହାଇୱା, ଜଣେ ମୃତ - ଟ୍ୟୁସନରୁ ଫେରିବା ବେଳେ ରାସ୍ତା ଦୁର୍ଘଟଣା

କଟକ-ପାରାଦୀପ ମୁଖ୍ୟରାସ୍ତା ଭୂତମୁଣ୍ଡାଇ ନିକଟସ୍ଥ ବରାଇ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇୱା ମାଡିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର
author img

By

Published : Oct 13, 2019, 1:24 AM IST

ଜଗତସିଂହପୁର: କଟକ-ପାରାଦୀପ ମୁଖ୍ୟରାସ୍ତା ଭୂତମୁଣ୍ଡାଇ ନିକଟସ୍ଥ ବରାଇ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଛାତ୍ର ଗୁରୁତର ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

ସନ୍ଧ୍ୟାରେ ଟିଉସନ୍ ସାରି ୩ ଛାତ୍ର ଫେରୁଥିବା ବେଳେ ଏକ ହାଇୱା ଗାଡି ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ଅବସ୍ଥାରେ ପ୍ରଥମେ କୁଜଙ୍ଗ ଓ ପରେ କଟକ ବଡ ମେଡିକାଲକୁ ସ୍ତାନାନ୍ତର କରାଯାଇଛି ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର - କଟକ ପାରାଦ୍ବୀପ ମୁଖ୍ୟରାସ୍ତା ଭୁତମୁଣ୍ଡେଇ ନିକଟସ୍ଥ ବରାଇ ନିକଟରେ ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ୨ଜଣ ଛାତ୍ର ଗୁରୁତ୍ତର ହୋଇଥିବା ବେଳେ ଜଣେଛାତ୍ର ଙ୍କର ମୃତ୍ୟୁ ହୋଇଛି। ସନ୍ଧ୍ୟାରେ ଟିଉସନ୍ ସାରି ୩ ଛାତ୍ର ଫେରୁଥିବା ବେଳେ ଏକ ହାଓ୍ବାଇ ତାଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ଅବସ୍ତାରେ ପ୍ରଥମେ କୁଜଙ୍ଗ ଓ ପରେ କଟକ ବଡ ମେଡିକାଲ କୁ ସ୍ତାନାନ୍ତରିତ କରାଯାଇଛି। ଘଟଣା କୁ ନେଇ ସ୍ତାନିୟ ଅଚଂଳରେ ଉତ୍ତେଜନା ଲାଗି ରହିଛି।ସ୍ତାନିୟ ଲୋକେ ରାସ୍ତା ଅବରୋଧ କରିବା ସହ ଖ୍ୟତି ପୁରଣ ଦାବୀ କରିଛନ୍ତି। Body:Formant AVO Conclusion:Report Susanta patra Jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.