ETV Bharat / state

ଜଗତସିଂହପୁରରେ ପୁଣି 8 କୋରୋନା ଆକ୍ରାନ୍ତ ଚିହ୍ନଟ - 8 କୋରୋନା

ଜଗତସିଂହପୁର ଜିଲ୍ଲାରେ ଆଜି 8 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଚଳିତ ମାସରେ ସବୁଠାରୁ କମ ରହିଛି । ଅଧିକ ପଢନ୍ତୁ..

ଜିଲ୍ଲାରେ ପୁଣି 8 କୋରୋନା ଆକ୍ରାନ୍ତ ଚିହ୍ନଟ
ଜିଲ୍ଲାରେ ପୁଣି 8 କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Jul 21, 2020, 10:18 PM IST

ଜଗତସିଂହପୁର: ଜିଲ୍ଲାରେ ଆଜି 8 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଚଳିତ ଜୁଲାଇ ମାସର ସବୁଠାରୁ କମ ସଂଖ୍ୟକ ରୋଗୀ, ଆଜି ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା 574 ରେ ପହଁଚିଛି ।

ଜିଲ୍ଲାରେ ପୁଣି 8 କୋରୋନା ଆକ୍ରାନ୍ତ ଚିହ୍ନଟ
ଜିଲ୍ଲାରେ ପୁଣି 8 କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପାରାଦ୍ୱୀପ ତୈଳ ବିଶୋଧନାଗାରର 2 ଜଣ କର୍ମଚାରୀ ଅଛନ୍ତି। ଜିଲା ପ୍ରଶାସନର ସୂଚନା ଅନୁସାରେ ଅନ୍ୟ କରୋନା ଆକ୍ରାନ୍ତ ମାନେ ନିକଟରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ବିହାର, ଓ ତାମିଲନାଡ଼ୁରୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ବିରିଡିରୁ 3, ପାରାଦ୍ୱୀପରୁ 3, କୁଜଙ୍ଗରୁ 1 ଓ ଜଗତସିଂହପୁର ପୌରାଞ୍ଚଳରୁ ଜଣ ଚିହ୍ନଟ କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.