ETV Bharat / state

ଅବକାରୀ ବିଭାଗର ଚଢାଉ, 50 କେଜି ଗଞ୍ଜେଇ ସହ କାର ଜବତ

author img

By

Published : Feb 5, 2021, 10:39 PM IST

ପାରାଦୀପ ଅବକାରୀ ବିଭାଗ ଚଢ଼ାଉ କରି ୫୫ କିଲୋ ଗଞ୍ଜେଇ ସହିତ ଗୋଟିଏ ଟୟୋଟା ଇଟିୟସ କାରକୁ ଜବତ କରିଛି । ଅଧିକ ପଢନ୍ତୁ...

ପାରାଦୀପ ଅବକାରୀ ବିଭାଗର ଚଢାଉ, 50 କେଜି ଗଞ୍ଜେଇ ସହ କାର ଜବତ

ଜଗତସିଂହପୁର: ପାରାଦୀପ ଅବକାରୀ ବିଭାଗ ଚଢ଼ାଉ କରି ୫୫ କିଲୋ ଗଞ୍ଜେଇ ସହିତ ଗୋଟିଏ ଟୟୋଟା ଇଟିୟସ କାରକୁ ଜବତ କରିଛି । ସୂଚନା ମୁତାବକ ପାରାଦୀପ ନିକଟସ୍ଥ ଭୁତମୁଣ୍ଡାଇ ଛକ ନିକଟରେ ଆଜି ସକାଳୁ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା ।

ଏହି ଚଢାଉରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ଗଞ୍ଜେଇ ଚାଲାଣକାରୀ ଫେରାର ହୋଇ ଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ଥାନା ଅଧିକାରୀ । ତେବେ ଏହି ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.