ETV Bharat / state

ମହାବାତ୍ୟାକୁ 21 ବର୍ଷ, ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳି - ମହାବାତ୍ୟାକୁ 21 ବର୍ଷ

1999 ପ୍ରଳୟଙ୍କରୀ ମହାବାତ୍ୟାକୁ 21 ବର୍ଷ ପୁରଣ ହୋଇଛି । ଜଗସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଅଧିକ ପଢନ୍ତୁ...

ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଜିଲ୍ଲା ପ୍ରଶାସନ

author img

By

Published : Oct 29, 2020, 10:35 PM IST

ଜଗତସିଂହପୁର: 1999 ପ୍ରଳୟଙ୍କରୀ ମହାବାତ୍ୟାକୁ ଆଜି 21 ବର୍ଷ ପୁରଣ ହୋଇଛି । ଏହି ପ୍ରଳୟଙ୍କାରୀ ମହାବାତ୍ୟାର 21 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଜିଲ୍ଲା ପ୍ରଶାସନ
ମୃତାହତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ଜିଲ୍ଲା ପ୍ରଶାସନ

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଚିନ୍ମୟୀ ବିଶ୍ଵାଳ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ ମହାନ୍ତି, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇ ନିରବ ପ୍ରାର୍ଥନା କରିଥିଲେ ।

ପ୍ରକାଶ ଥାଉକି, ଏହି ବାତ୍ୟାରେ ଜଗତସିଂହପୁର ଜିଲ୍ଲାର ସର୍ବାଧିକ 10 ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 3 ଲକ୍ଷ ଲୋକଙ୍କ ବାସଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଏଥିସହ ଲକ୍ଷ ଲକ୍ଷ ଗୃହପାଳିତ ପଶୁ ମୃତାହତ ହୋଇଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.