ETV Bharat / state

ଜଗତସିଂହପୁରରେ ଅଘଟଣ: ଶୌଚାଳୟ ଟାଙ୍କି ସଫେଇବେଳେ 2 ମୃତ

ଜଗତସିଂହପୁର ଜିଲ୍ଲାର ସଦର ଥାନା ସୁଜଙ୍ଗ ଗାଁରେ ଅଘଟଣ । ଶୌଚାଳୟ ଟାଙ୍କି ସଫେଇ ସମୟରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

author img

By

Published : Sep 29, 2019, 2:49 PM IST

Updated : Sep 29, 2019, 3:19 PM IST

ଫଟୋ ସୌଜନ୍ଯ- ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ଜିଲ୍ଲାର ସଦର ଥାନା ସୁଜଙ୍ଗ ଗାଁରେ ଅଘଟଣ । ଶୌଚାଳୟ ଟାଙ୍କି ସଫେଇ ସମୟରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ସେହି ଗାଁର ପ୍ରକାଶ ବାରିକ ଓ ରାଜୁ ଭୋଇ ।

ଭିଡିଓ ସୌଜନ୍ଯ- ପ୍ରତିନିଧି, ଜଗତସିଂହପୁର

ତେବେ ଖବର ପାଇ ଦମକଳବାହିନୀ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Body:

ଜଗତସିଂହପୁର ଜିଲ୍ଲାର ସଦର ଥାନା ସୁଜଙ୍ଗ ଗାଁରେ ଅଘଟଣ । ଶୌଚାଳୟ ଟାଙ୍କି ସଫେଇ ସମୟରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Conclusion:
Last Updated : Sep 29, 2019, 3:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.