ETV Bharat / state

ମତଦାତାଙ୍କ ମତ: ଚିହ୍ନ ନୁହେଁ, କାମକୁ ଦେଖି ଭୋଟ ଦେବୁ

ଗୁରୁବାର ଦିନ 2ୟ ପର୍ଯ୍ୟାୟ ମତଦାନ ଭଞ୍ଜନଗର ନିର୍ବାଚନମଣ୍ଡଳୀ ସମେତ ସୋରଡା,ଆସିକା,ସାନଖେମୁଣ୍ଡି ଓ ପୋଲସରାରେ ମତଦାନ ଗ୍ରହଣ ହୋଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭଞ୍ଜନଗର
author img

By

Published : Apr 18, 2019, 9:00 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ଗାମୁଣ୍ଡା ଗାଁରେ 2ୟ ପର୍ଯ୍ୟାୟ ଭୋଟ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ସେମାନଙ୍କର ମତ ଇଟିଭି ଭାରତର ରିପୋର୍ଟରଙ୍କ ସାମ୍ନାରେ ରଖିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭଞ୍ଜନଗର

ସେମାନଙ୍କ ମତ ଅନୁସାରେ ସେମାନେ ଚିହ୍ନ ନୁହେଁ ବରଂ ଲୋକଙ୍କ କାମକୁ ଦେଖି ଭୋଟ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଚଳିତବର୍ଷ ଭୋଟରେ ଅଞ୍ଚଳର ଉନ୍ନତି ପାଇଁ ଯିଏ କାମ କରିବ, ତାକୁ ଜୟଯୁକ୍ତ କରିବେ ଗାମୁଣ୍ଡାବାସୀ ।

ତେବେ ଗୁରୁବାର ସମଗ୍ର ରାଜ୍ୟର 5 ଲୋକସଭା ଏବଂ ଏହା ଅଧିନସ୍ଥ 35 ବିଧାନସଭା ପାଇଁ ମତଦାନ ହୋଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.