ETV Bharat / state

ଦିବ୍ୟାଙ୍ଗଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ - deadbody found

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସୋରଡା ଥାନା ଅନ୍ତର୍ଗତ ଗାଜଳବାଡ଼ି ରାସ୍ତା ପାର୍ଶ୍ବରେ ଅଜଣା ଦିବ୍ୟାଙ୍ଗଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତଜଣକ ବାହାର ପ୍ରଦେଶର ବୋଲି ପୋଲିସର ସନ୍ଦେହ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Jul 12, 2019, 5:41 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଗାଜଳବାଡ଼ି ରାସ୍ତା ପାର୍ଶ୍ବରେ ଅଜଣା ଦିବ୍ୟାଙ୍ଗଙ୍କ ମୃତଦେହ ଠାବ ହୋଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଅନ୍ୟତ୍ର ହତ୍ୟା କରି ଗାଜଳବାଡିରେ ଦୁର୍ବୃତ୍ତମାନେ ଫୋପାଡ଼ି ଦେଇ ଚାଲିଯାଇଥିବା ପୋଲିସ ଅନୁମାନ କରୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ତେବେ ଉକ୍ତ ଦିବ୍ୟାଙ୍ଗଙ୍କୁ କିଏ ଏବଂ କାହିଁକି ହତ୍ୟା କରି ଏଠାରେ ଫିଙ୍ଗିଦେଇଛନ୍ତି ତାହା ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ସେପଟେ ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଁ ତୁରନ୍ତ ଘଟଣାସ୍ଥଳୀକୁ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ସେପଟେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯୁବକ ଜଣକ ବଙ୍ଗାଳୀ । ତେବେ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟାସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ଗଂଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଗାଜଳବାଡ଼ି ରାସ୍ତା ପାଶ୍ୱରେ ଅଜଣା ଦିବ୍ୟାଙ୍ଗଙ୍କ ମୃତ ଦେହ ଠାବ ମୃତକଙ୍କ ପରିଚୟ ମିଳିନଥିବାବେଳେ ଅନ୍ୟତ୍ର ହତ୍ୟା କରି ଏଠାରେ ଦୃବୁତ୍ତ ମାନେ ଫୋପାଡ଼ି ଦେଇଚାଲିଯାଇଥିବା ପୋଲିସ ଅନୁମାନ କରୁଛି କେହି ଓ କାହିଁକି ଦିବ୍ୟାଙ୍ଗ ଯୁବକକୁ ଏଠାରେ ଫୋପାଡ଼ିଲା ତାହାକୁନେଇ ଅଂଚଳରେ ହଇଚଇ ସୃଷ୍ଟି ହୋଇଛି ପୋଲିସ ପହଂଚି ଶବ କୁ ପଂଚନମା କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରାଥମିକ ତଦନ୍ତ ରୁ ଜଣାପଡିଛି ଯୁବକ ଜଣକ ବଙ୍ଗାଳି ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟା ସତ୍ୟ ଜଣା ପଡିବ ବୋଲି ଥାନା ଅଧିକାରୀ କହିଛନ୍ତି ବାଇଟ-ନୀଳମାଧଵ ମଲ୍ଲିକ(ଗ୍ରାମରଖି) ବାଇଟ-ପ୍ରଭାତ ସାହୁ(ଥାନା ଅଧିକାରୀ, ସୋରଡ଼ା)

Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.