ETV Bharat / state

ଓଡିଶାରେ କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

ଗଞ୍ଜାମ ଜିଲ୍ଲାରେ ସମସ୍ତ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ଯକୁ ଜୋରଦାର କରାଯାଇଛି। ଏହି କ୍ରମରେ ମଙ୍ଗଳବାର କବିସୂର୍ଯ୍ଯନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ଯ ବିଜେପିର ପ୍ରଚାର କାର୍ଯ୍ଯ ଆରମ୍ଭ ହୋଇଛି।

author img

By

Published : Apr 3, 2019, 4:30 AM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ସମସ୍ତ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ପ୍ରଚାର କାର୍ଯ୍ଯକୁ ଜୋରଦାର କରାଯାଇଛି। ଏହି କ୍ରମରେ ମଙ୍ଗଳବାର କବିସୂର୍ଯ୍ଯନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ଯ ବିଜେପିର ପ୍ରଚାର କାର୍ଯ୍ଯ ଆରମ୍ଭ ହୋଇଛି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭଞ୍ଜନଗର

ବିଜେପିର କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜ କୁମାର ସିଂହ ଓ ଅଭିନେତ୍ରୀ ଅନୁଚୌଧୁରୀ ଗୁଡିଆଳି ଛକରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ପ୍ରଚାର ଅଭିଯାନ ଆଗକୁ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ରାଜ୍ଯ ସରକାରଙ୍କୁ ସମାଲୋଚନା କରିବା ସହିତ ଚଳିତ ନିର୍ବାଚନରେ ବିଜେଡି ସରକାରକୁ ହଟାଇ ବିଜେପି ସରକାର ଗଠନ କରିବା ସହ ଓଡିଶାର ବିକାଶ ଧାରାକୁ ଆଗେଇନେବା ବୋଲି କହିଥିଲେ।

ବିଜେପି ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ ଏବଂ ସାଂସଦ ପ୍ରାର୍ଥୀନି ଅନିତା ଶୁଭଦର୍ଶିନୀଙ୍କୁ ବିପୁଳ ଭୋଟରେ ବିଜୟ କରିବାକୁ ଦଳୀୟ କର୍ମୀ ମାନଙ୍କୁ କହିଥିଲେ। ଏହି କାର୍ଯ୍ଯକ୍ରମରେ ବହୁ ବିଜେପି ନେତା ଉପସ୍ଥିତ ଥିବାବେଳେ ହଜାର ହଜାର ସଂଖ୍ଯାରେ ବିଜେପି କର୍ମୀ ମାନେ ଯୋଗ ଦେଇଥିଲେ।

ଭଞ୍ଜନଗର ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.