ETV Bharat / state

ସିଦ୍ଧ ଭୈରବୀ ମନ୍ଦିର ଖୋଲିବାକୁ ବ୍ୟବସାୟୀଙ୍କ ଦାବି - Siddha Bhairavi temple open demand

10 ମାସ ପରେ ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ଖୋଲି ସାରିଛି । ହେଲେ ଏବେ ବି ବ୍ରହ୍ମପୁର ନିକଟବର୍ତ୍ତୀ ମନ୍ତ୍ରୀଡି ନିକଟରେ ରହିଥିବା ପ୍ରସିଦ୍ଧ ମାଆ ସିଦ୍ଧ ଭୈରବୀ ଖୋଲିପାରିନାହିଁ । ଳରେ ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଶୀଘ୍ର ମନ୍ଦିର ଖୋଲିବାକୁ ଅନୁରୋଧ କରିଛନ୍ତି ମନ୍ଦିର ନିକଟରେ ରହି ବିଭିନ୍ନ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀ ମାନେ ।

ସିଦ୍ଧ ଭୈରବୀ ମନ୍ଦିର ଖୋଲିବାକୁ ବ୍ୟବସାୟୀଙ୍କ ଦାବି

author img

By

Published : Feb 4, 2021, 8:05 AM IST

ବ୍ରହ୍ମପୁର: 10 ମାସ ପରେ ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ଖୋଲି ସାରିଛି । ବ୍ରହ୍ମପୁର ନିକଟବର୍ତ୍ତୀ ମନ୍ତ୍ରୀଡି ନିକଟରେ ରହିଥିବା ପ୍ରସିଦ୍ଧ ମାଆ ସିଦ୍ଧ ଭୈରବୀ ମନ୍ଦିର ମଧ୍ୟ ଖୋଲିଥିଲା । କିନ୍ତୁ ମନ୍ଦିର ଖୋଲିବାର କେଇଟା ଦିନ ପରେ ପୁଣି ବନ୍ଦ ହୋଇଛି ମନ୍ଦିର । ମନ୍ଦିର କମିଟି ଏବଂ ପୂଜକଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ଯୋଗୁଁ ମନ୍ଦିର ଦୀର୍ଘ ମାସେ ଧରି ବନ୍ଦ ପଡିଛି । ଫଳରେ ମନ୍ଦିର ନିକଟରେ ରହି ବିଭିନ୍ନ ବ୍ୟବସାୟ କରି ଚଳି ଆସୁଥିବା ବ୍ୟବସାୟୀମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଏନେଇ ପ୍ରଶାସନ ଶୀଘ୍ର ଏହି ମାମଲାରେ ହସ୍ତକ୍ଷେପ କରି ମନ୍ଦିର ଖୋଲିବାକୁ ଦାବି କରିଛନ୍ତି ବ୍ୟବସାୟୀ ମାନେ ।

ସିଦ୍ଧ ଭୈରବୀ ମନ୍ଦିର ଖୋଲିବାକୁ ବ୍ୟବସାୟୀଙ୍କ ଦାବି

ମନ୍ଦିର ବନ୍ଦ ରହିଥିବାରୁ ଉଭୟ ଓଡିଶା ଓ ଆନ୍ଧ୍ରରୁ ନିୟମିତ ଭାବରେ ଦର୍ଶନ ନକରି ନିରାଶ ହୋଇ ଫେରୁଛନ୍ତି । ଏହାସହ ବ୍ୟବସାୟୀମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି । ଫଳରେ ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଶୀଘ୍ର ମନ୍ଦିର ଖୋଲିବାକୁ ଅନୁରୋଧ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.