ETV Bharat / state

ଜାନୁୟାରୀ ୩ରେ ଖୋଲିବ ମା' ତାରାତାରିଣୀ ମନ୍ଦିର, ଜିରୋ ନାଇଟ୍ ସେଲିବ୍ରେସନକୁ ନା

ଜାନୁଆରୀ 3ରୁ ଖୋଲିବ ଗଞ୍ଜାମର ପ୍ରସିଦ୍ଧ ମାଆ ତାରାତାରିଣୀଙ୍କ ମନ୍ଦିର । ଏନେଇ ଆସନ୍ତାକାଲି ଏକ ବୈଠକରେ କରାଯିବ ଚୂଡାନ୍ତ ନିଷ୍ପତ୍ତି । ଜିରୋ ନାଇଟ ସେଲିବ୍ରେସନରେ ମଧ୍ୟ ଲାଗିଲା କଟ କଣା ।

author img

By

Published : Dec 28, 2020, 9:02 PM IST

ଜାନୁୟାରୀ ୩ରେ ଖୋଲିବ ମାଆ ତାରାତାରିଣୀ ମନ୍ଦିର

ବ୍ରହ୍ମପୁର: ଜାନୁଆରୀ 3ରୁ ଖୋଲିବ ପ୍ରସିଦ୍ଧ ମାଆ ତାରାତାରିଣୀଙ୍କ ମନ୍ଦିର । ଏନେଇ ଆସନ୍ତାକାଲି ଏକ ବୈଠକରେ କରାଯିବ ଚୂଡାନ୍ତ ନିଷ୍ପତ୍ତି । ଆସନ୍ତାକାଲି ମନ୍ଦିରର ସେବାୟତ, ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଉପସ୍ଥିତିରେ ସମସ୍ତଙ୍କ ମତ ନିଆଯାଇ ଏସ୍.ଓ.ପି ପ୍ରସ୍ତୁତ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏପରିକି ମନ୍ଦିର ଖୋଲାଯିବା ନେଇ ସେବାୟତଙ୍କ ସ୍ବାସ୍ଥ୍ୟଗତ ସ୍ଥିତିକୁ ଅନୁଧ୍ୟାନ କରି ସେମାନଙ୍କ ସହିତ ଆଲୋଚନା କରାଯିବ । ଓପନ ଜିରୋ ନାଇଟ ସେଲିବ୍ରେସନରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ବର୍ତ୍ତମାନ ସମୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ପାଞ୍ଚ ହଜାର ଲୋକଙ୍କ ଜନସମାଗମ ହେଉଥିବାରୁ ଆସନ୍ତା ୩୧ ଏବଂ ୧ ତାରିଖରେ ଗୋପାଳପୁର ବେଳାଭୂମିକୁ ଜନସାଧାରଣଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.