ETV Bharat / state

ଗଞ୍ଜାମରେ ହିଂସାକାଣ୍ଡ ବୃଦ୍ଧିର କାରଣ ଗୁଡିଗାରେଡି: ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡିକୁ କେନ୍ଦ୍ର କରି ଦିନକୁ ଦିନ ବୃଦ୍ଧି ପାଉଛି ହିଂସାକାଣ୍ଡ । ଏହାର ପ୍ରତିବାଦରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାନବବାଦୀ ହେତୁବାଦୀ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

author img

By

Published : Oct 4, 2019, 8:19 PM IST

Updated : Oct 5, 2019, 12:26 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ଗଞ୍ଜାମ: ଜିଲ୍ଲାରେ ଗୁଣିଗାରେଡିକୁ କେନ୍ଦ୍ର କରି ଦିନକୁ ଦିନ ବୃଦ୍ଧି ପାଉଛି ହିଂସାକାଣ୍ଡ । ଏହାର ପ୍ରତିବାଦରେ ବ୍ରହ୍ମପୁରରେ ମାନବବାଦୀ ହେତୁବାଦୀ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଗଠନ ପକ୍ଷରୁ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ଜିଲ୍ଲାରେ ବଢି ଚାଲିଥିବା ହିଂସାକୁ ନିୟନ୍ତ୍ରଣ କରିବା ସହ ଜନସାଧାରଣଙ୍କୁ ଅଧିକ ସଚେତନତା କରାଯିବାକୁ ସଂଗଠନ ଦାବି କରିଛି । ଘଟଣା ଘଟୁଥିବା ଅଞ୍ଚଳରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଉପଯୁକ୍ତ ସ୍ବାସ୍ଥ୍ୟ ସେବା କିଭଳି ପହଞ୍ଚିବ ସେ ନେଇ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡି କୁ କେନ୍ଦ୍ର କରି ଦିନ କୁ ଦିନ ବୃଦ୍ଧି ପାଉଥିବା ହି°ସାକାଣ୍ଡ ରୋକିବା ଦାବୀରେ ବ୍ରହ୍ମପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟ ସମୁଖରେ ମାନବବାଦୀ ହେତୁବାଦୀ ସଙ୍ଗଠନ ପକ୍ଷରୁ ଏ ନେଇ ପ୍ରତିବାଦ କରାଯିବା ସହ ଜିଲ୍ଲାରେ ବଢି ଚାଲିଥିବା ହିସା°କୁ ରୋକିବା ସହ ଜନସାଧାରଣ ଙ୍କୁ ଅଧିକ ରୁ ଅଧିକ ସଚେତନତା କରାଯିବାକୁ ଦାବୀ କରାଯାଇଛି ।ଏପରିକି ଏଭଳି ଘଟଣା ଘଟୁଥିବା ଅଞ୍ଚଳରେ କୋଠର କାର୍ଯ୍ୟାନୁଷ୍ଠାନ ସହ ଉପଯୁକ୍ତ ସ୍ବାସ୍ଥ୍ୟ ସେବା କିଭଳି ପହଞ୍ଚିବ ସେ ନେଇ ପଦକ୍ଷେପ ପାଇଁ ଦାବୀ କରାଯାଇଛି । ଗଞ୍ଜାମ ଜିଲ୍ଲାର ଏହି ଗୁରୁତ୍ୱପୁର୍ଣ୍ଣ ବିଷୟ କୁ ଉପସ୍ଥାପନ କରିଥିବା ମାନବବାଦୀ ହେତୁବାଦୀ ସଙ୍ଗଠନ ରକର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା...

Body:walk through
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଙ୍କ ରିପୋର୍ଟ ଇଟିଭି ଭାରତ...

Conclusion:
Last Updated : Oct 5, 2019, 12:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.