ETV Bharat / state

ଅଙ୍ଗନବାଡି କେନ୍ଦ୍ରରେ ଅହିରାଜ ସାପ - anaganwadi

ଅଙ୍ଗନବାଡି କେନ୍ଦ୍ରରେ ଅହିରାଜ ସାପ । ସାପଦେଖି ଭୟରେ କ୍ଲାସରୁମରୁ ଦୌଡି ଜୀବନ ରକ୍ଷା କଲେ କୁନିକୁନି ପିଲା । ବନବିଭାଗ ଉଦ୍ଧାର କରିଥିବା ସୂଚନା ।

ଫଟୋ ସୌଜନ୍ୟ : ପ୍ରତିନିଧି,ଭଞ୍ଜନଗର
author img

By

Published : Jun 22, 2019, 5:21 AM IST

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ଗାଙ୍ଗପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ଅହିରାଜ ସାପ ଦେଖିବାକୁ ମିଳିଛି । ଖବର ପାଇ ବଡଗଡ ବନବିଭାଗ କର୍ମଚାରିମାନେ ପହଞ୍ଚି ଦୀର୍ଘ ସମୟ ଧରି ନାକେଦମ ହେବା ପରେ ସାପଟିକୁ ଉଦ୍ଧାର କରି ନିକଟସ୍ତ ଜଙ୍ଗଲରେ ଛାଡିଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଭଞ୍ଜନଗର

ସୂଚନା ଅନୁସାରେ, ଶୁକ୍ରବାର ସକାଳେ ପିଲା ମାନେ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢ଼ୁଥିବା ସମୟରେ କୌଣସି କାମରେ ଅନ୍ୟ କୋଠରୀକୁ ଯାଇଥିବା ପିଲାଟି ସାପଟିକୁ ଦେଖି ପାଟିକରିଥିଲା । ଫଳରେ ସବୁ ପିଲା ବାହାରକୁ ଚାଲିଆସିଥିଲେ । ଗ୍ରାମବାସୀ ସାପକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ଏତେ ବଡ ବିପଦରୁ ପିଲାମାନେ ରକ୍ଷା ପାଇଯାଇଥିବାରୁ ଆଶ୍ବସ୍ତ ଅଛନ୍ତି ଅବିଭାବକ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.