ETV Bharat / state

ନିର୍ବନ୍ଧ ସାରି ଫେରିବା ସମୟରେ ବସ ଦୁର୍ଘଟଣା; ଜଣେ ମୃତ, 10 ଆହତ

author img

By

Published : Nov 7, 2019, 9:41 AM IST

ନିର୍ବନ୍ଧ କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ବସ ଓଲଟି ଜଣେ ମୃତ ଓ 10 ଜଣ ଆହତ । ପୋଲିସର ତଦନ୍ତ ଜାରି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଗଞ୍ଜାମ

ଗଞ୍ଜାମ: ଗାଙ୍ଗପୁର ଥାନା ଅନ୍ତର୍ଗତ ପାଣି ଫ୍ୟାକ୍ଟ୍ରି ଠାରେ ଦର୍ପ ନାମକ ଘରୋଇ ମିନି ବସ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଜଣେ ମୃତ ଓ ଦଶରୁ ଉର୍ଦ୍ଧ୍ବ ଆହାତ । ମୃତକ ଗୋବର୍ଦ୍ଧନ ଜେନା ତନରଡା ଗ୍ରାମର ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଗଞ୍ଜାମ

ସୂଚନା ଅନୁଯାୟୀ ଗତକାଲି ତନରଡା ଗ୍ରାମରୁ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କିଛି ଲୋକ ଏହି ବସ ଯୋଗେ ବୋରି ଗ୍ରାମକୁ ଯାଇଥିଲେ । ସେଠାରୁ ନିର୍ବନ୍ଧ କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ ଗାଙ୍ଗପୁର ନିକଟ ପାଣି ଫ୍ୟାକ୍ଟ୍ରି ନିକଟରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା । ଦୁର୍ଘଟଣାରେ ବସ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି । ଦଶରୁ ଉର୍ଦ୍ଧ୍ବ ଆହତମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପାଣି ଫେଂକ୍ଟ୍ରି ଠାରେ ଦର୍ପ ନାମକ ଘରୋଇ ମିନି ବସ ଦୃଘଟଣାରେ ଜଣେ ମୃତ ଦଶ ରୁ ଉର୍ଦ୍ଧ ଆହାତ ମୃତକ ହେଲେ ଗୋବର୍ଧନ ଜେନା ତନରଡା ଗ୍ରାମର ବୋଲି ଜଣାପଡିଥିବାବେଳେ ଆହାତ ମାନେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ସୂଚନା ପ୍ରକାରେ ଗତକାଲି ତନରଡା ଗ୍ରାମରୁ ନିର୍ବନ୍ଧ କାର୍ଯ୍ୟକ୍ରମ ରେ ବୋରି ଗ୍ରାମକୁ ଯାଇଥିଲେ ସେଠାରୁ ନିର୍ବନ୍ଧ କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ ଗାଙ୍ଗପୁର ନିକଟ ପାଣି ଫେଂକ୍ଟ୍ରି ଠାରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା ବସ ତଳେ ଚାପି ହୋଇ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ଦଶ ରୁ ଉର୍ଦ୍ଧ ଆହତ ହୋଇଥିଲେ ଗାଙ୍ଗପୁର ପୋଲିସ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇ ତଦନ୍ତ ଆରମ୍ଭ କରିଛି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.