ETV Bharat / state

ଜୁଆ ଆଡ୍ଡାରେ ପୋଲିସର ଚଢାଉ; ଲକ୍ଷାଧିକ ଟଙ୍କା ଜବତ, ୮ ଗିରଫ

author img

By

Published : Oct 12, 2021, 8:30 AM IST

ଜୁଆ ଆଡ୍ଡା ଉପରେ ଚଢାଉ କରି ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ସହ ୮ଜଣଙ୍କୁ ଗିରଫ କଲା ସୋରଡା ପୋଲିସ । ଅଧିକ ପଢନ୍ତୁ...

ଜୁଆ ଆଡ୍ଡାରେ ପୋଲିସର ଚଢାଉ, ଲକ୍ଷାଧିକ ଟଙ୍କା ସହ ୮ ଗିରଫ

ଭଞ୍ଜନଗର: ଜୁଆ ଆଡ୍ଡା ଉପରେ ଚଢାଉ କରି ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ସହ ୮ଜଣଙ୍କୁ ଗିରଫ କଲା ସୋରଡା ପୋଲିସ । ପାର୍ବଣ ସମୟରେ ଗଞ୍ଜାମ ଜିଲ୍ଲାରେ ଜୁଆଡିଆଙ୍କ ଆଡ୍ଡା ଜମୁଥିବା ବେଳେ ଏହାକୁ ରୋକିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ଗତକାଲି ଜିଲ୍ଲାର ସୋରଡା ଥାନା ରାଇକିଆ ନିକଟ ଜଙ୍ଗଲରେ ଜୁଆ ଆଡ୍ଡା ଚାଲିଥିବା ବେଳେ ପୋଲିସ ଚଢାଉ କରିଥିଲା । ଘଟଣାସ୍ଥଳରୁ ପୋଲିସ ୧ ଲକ୍ଷ ୬୧ ହଜାର ୫୭୦ ଟଙ୍କା ଜବତ କରିଥିବା ବେଳେ ୮ଜଣଙ୍କୁ ଗିରଫ କରିଛି । ଏଥିସହ ୮ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.