ETV Bharat / state

ସ୍ୱଚ୍ଛତା ସଚେତନତା ରଥ ଉଦଘାଟନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ - ସ୍ୱଚ୍ଛତା ସଚେତନତା ରଥ ଉଦଘାଟନ

ଗଞ୍ଜାମ ଜିଲ୍ଲା ଉତ୍ତରଘୁମୁସର ବନଖଣ୍ଡ ଅଧିନସ୍ତ ଦଦରାଲୁଣ୍ଡା ଗ୍ରାମପଞ୍ଚାୟତର ଦୁର୍ଗାପ୍ରସାଦ ଓ ଦଦରାଲୁଣ୍ଡା ଗ୍ରାମରେ ସ୍ୱଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

ସ୍ୱଚ୍ଛତା ସଚେତନତା ରଥକୁ ଉଦଘାଟନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

author img

By

Published : Dec 18, 2020, 9:25 PM IST

Updated : Dec 18, 2020, 9:35 PM IST

ଗଞ୍ଜାମ: ଉତ୍ତରଘୁମୁସର ବନଖଣ୍ଡ ଅଧିନସ୍ତ ଦଦରାଲୁଣ୍ଡା ଗ୍ରାମପଞ୍ଚାୟତର ଦୁର୍ଗାପ୍ରସାଦ ଓ ଦଦରାଲୁଣ୍ଡା ଗ୍ରାମରେ ସ୍ୱଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଯୋଗ ଦେଇ ପଞ୍ଚାୟତର ଜନସାଧାରଣଙ୍କୁ ସଚେତନତା କରାଇଥିଲେ ।

ସ୍ୱଚ୍ଛତା ସଚେତନତା ରଥ ଉଦଘାଟନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଏହାସହିତ ଲୋକଙ୍କୁ ମାସ୍କ, ସାନିଟାଇଜର ବାଣ୍ଟିବା ସହିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତା ସଚେତନତା ରଥକୁ ମନ୍ତ୍ରୀ ଓ କନ୍ଧମାଳ ସାଂସଦ ପତକା ଦେଖେଇ ଉଦଘାଟନ କରିଥିଲେ । ସେହିପରି ଦୁର୍ଗାପ୍ରସାଦ ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ସାଙ୍ଗକୁ ଅଙ୍ଗନବାଡି କେନ୍ଦ୍ରରେ ବୃକ୍ଷରୋପଣ କରାଯାଇଥିଲା । ତାପରେ ଦଦରାଲୁଣ୍ଡା ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ସାଙ୍ଗକୁ ଘରକୁ ଘର ବୁଲି ମାସ୍କ ଓ ସାନିଟାଇଜର ବନ ବିଭାଗର କର୍ମଚାରୀମାନେ ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିବାବେଳେ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Last Updated : Dec 18, 2020, 9:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.