ETV Bharat / state

ବଜ୍ରପାତ ଘଟି ଭଞ୍ଜନଗରରେ ଜଣେ ମୃତ

author img

By

Published : May 28, 2020, 8:42 PM IST

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବଡକୋଦଣ୍ଡା ଗ୍ରାମରେ ବଜ୍ରପାତରେ ଜଣେ ମୃତ । ଅଧିକ ପଢନ୍ତୁ..

lightning
lightning

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବଡକୋଦଣ୍ଡା ଗ୍ରାମରେ ବଜ୍ରପାତରେ ଜଣେ ମୃତ । ମୃତକ ଜଣକ ହେଲେ ତ୍ରିନାଥ ଦାଶ ସୂଚନା ପ୍ରକାରେ ତ୍ରିନାଥ ନିଜ ବାରଣ୍ଡାରେ ବସିଥିବା ସମୟରେ ବଜ୍ରପାତ ଘଟି ଆହତ ହୋଇଥିଲେ ସଙ୍ଗେ ସଙ୍ଗେ ପରିବାର ଲୋକେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଭଞ୍ଜନଗର ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ବଜ୍ରପାତ ଘଟି ଭଞ୍ଜନଗରରେ ଜଣେ ମୃତ

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.